Latest Odisha News

BREAKING NEWS

Yearly Archives

2021

କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା କାୟା । ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ୫ ଦିନ ପାଇଁ ବନ୍ଦ ରହିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏକାଧିକ କର୍ମଚାରୀ କରୋନା ପଜିଟିଭ…

ଶୌଚ ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଦଳିଦେଲା ଦନ୍ତା

ବରଗଡ଼: ଗାଇସିଲଟ ବ୍ଲକ ରାଇସେଲପଦର ପଞ୍ଚାୟତ ଉମରଟ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀ ଦଳି ଦେଇଛି । ୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀଙ୍କୁ ବନ ବିଭାଗ ବୁଝାସୁଝା କରୁଛି ।…

ଆଜି ରାମ ନବମୀ: କୋଭିଡ୍ ଯୋଗୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଫିକା

ଭୁବନେଶ୍ୱର: ଆଜି ହେଉଛି ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । କୋଭିଡ୍ ସଂକ୍ରମଣ ଯୋଗୁ ଏବର୍ଷ ନିରାଡମ୍ବର ଭାବରେ ପାଳନ କରାଯାଉଛି ଶ୍ରୀରାମଙ୍କ ଜନ୍ମୋତ୍ସବ । ବିମାନ ଭକ୍ତରେ ରାମ ନବମୀ ପାଳନ ହେଉଛି । ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି । ଭିଡ଼ ଯେଭଳି…

ରେମଡେସିବିର ଓ କଞ୍ଚା ମାଲ ଆମଦାନୀ ଉପରୁ ଆମଦାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇସର ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସରକାର ରେମଡେସିବିର, ଏହାର କଞ୍ଚା ମାଲ୍ ଏବଂ ଭାଇରଲ ନିରୋଧି ଔଧଯ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅନ୍ୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଘୋଷଣା କରିଛନ୍ତି ସରକାର । ଏହି ପଦକ୍ଷେପ ଦ୍ୱାରା ରେମଡେସିବିର…

ଗଳ୍ପ : ଚିରକାଳର ମା’

ପ୍ରଦୀପ କୁମାର ରାୟ ସେଦିନ କାହିଁକି କେଜାଣି ଭୀଷଣ ଉଦାସ ଲାଗୁଥାଏ । ଘରେ ମୁଁ ଏକା । ପିଲାମାନେ ହଷ୍ଟେଲରେ , ଶ୍ରୀମତୀ ବାପଘରକୁ ଯାଇଥାନ୍ତି । ସକାଳୁ ନିତ୍ୟକର୍ମ ସାରି କଲେଜକୁ ବାହାରିଲି । ବାଟରେ ଜଳଖିଆ ଖାଇବା ପାଇଁ ହୋଟେଲ ଭିତରକୁ ଯଦିଓ ପଶିଗଲି କିନ୍ତୁ କିଛି ଖାଇବାକୁ ଇଛ୍ଛା ହେଲା…

ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ  କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୨୧-୪-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୧ ତାରିଖ ବୁଧବାର ମେଷ ୮ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାରକର୍କଟ ରାଶିର ଆଜିର ନିଷେଧ ଖାଦ୍ୟ :  ଲାଉ  ଆଜି ଶ୍ରୀରାମ ନବମୀ,ରାମ ଚରିତ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦୈନିକ ୭୦୦ ଟନ୍ ଅମ୍ଳଜାନ ଯୋଗାଣ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅମ୍ଳଜାନ ଉତ୍ପାଦନ କରାଯାଉଛି । ଏଥିସହ ତିନିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ…

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କରୋନା କାଳରେ ଶେଷ ବିକଳ୍ପ ହେଉ ଲକଡାଉନ୍

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନ କରୋନା ମୁକାବିଲାର ଶେଷ ଅସ୍ତ୍ର…

କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କଲେ ବିରାଟ କୋହଲି

ନୂଆଦିଲ୍ଲୀ: କରୋନା ସଚେତନତା ପାଇଁ ଭାରତୀୟ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଏକ ମିନିଟର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଯେଉଁଥିରେ ସେ ଦେଶବାସୀଙ୍କୁ କରୋନା ନିୟମ ପାଳନ କରିବାକୁ ଏବଂ ସଚେତନ କରିବାକୁ ଅନୁରୋଧ କରିଛନ୍ତି। ଏପରିକି…