Latest Odisha News

BREAKING NEWS

Yearly Archives

2021

କଟକ: ଆଉ ଜଣେ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ

କଟକ: ହରିଦ୍ୱାରରୁ କଟକ ସହରରେ ପହଞ୍ଚିଥିବା ଜଣେ ସାଧୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ବୁଧବାର ସଂକ୍ରମିତ କୁମ୍ଭ ମେଳା ଫେରନ୍ତାଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଦ୍ୱାରା ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ହରିଦ୍ୱାରର ୧୩…

ହାଇଦର ଫେରାର ଘଟଣାରେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି

ସମ୍ୱଲପୁର: କଟକ ଏସସିବି ସର୍ଜରୀ ଓ୍ୱାର୍ଡରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଦୁଇ ପୋଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ମଧୁସୂଦନ ମହାପାତ୍ର । ତାଙ୍କୁ ବୌଦ୍ଧ ଜିଲ୍ଲାକୁ…

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୧୧ ଜିଲ୍ଲା, ପଶ୍ଚିମ ସହ ଉପକୂଳରେ ମାଡ଼ୁଛି ମହାମାରୀ

ଭୁବନେଶ୍ୱର: ମହାମାରୀ କୋଭିଡ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ରାଜ୍ୟରେ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସଟଡାଉନ୍ ଲାଗୁ କରିଛନ୍ତି । ତଥାପି ଛତିଶଗଡ଼ ଓ ଝାଡ଼ଖଣ୍ଡ ଜିଲ୍ଲା ସହ ଉପକୂଳ ଜିଲ୍ଲାରେ କରୋନା ସଂକ୍ରମଣ…

ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ମଙ୍ଗଳବାର ଦିନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ପାଇଁ କାଶ୍ମୀର ଯାଇଥିଲେ ହିନା। ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ତୁରନ୍ତ ମୁମ୍ବାଇ ଫେରି ଆସିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ…

ଦେଶରୁ ଦିନକରେ ପାଖାପାଖି ୩ଲକ୍ଷ ପଜିଟିଭ୍, ବିଶ୍ୱରେ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ । ପାଖାପାଖି ୩ଲକ୍ଷ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଚାରେ ସାରା ଦେଶରୁ ବାହାରିଛନ୍ତି ୨ଲକ୍ଷ ୯୫ହଜାର ୪୧ ନୂଆ ଆକ୍ରାନ୍ତ । କରୋନାର ପ୍ରଥମ ଲହରରେ (୨୦୨୦, ସେପ୍ଟେମ୍ୱର…

ଦୁର୍ଘଟଣା ପରେ ୩୦ ଫୁଟ ତଳକୁ ଖସିଲା ଟ୍ରକ, ହେଲପର୍ ମୃତ

କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।…

ଆଉ ୫ ମୁଣ୍ଡ ନେଲା କରୋନା, ନୂଆପଡ଼ାରୁ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୁ ହୁ ହୋଇ ମାଡ଼ି ଚାଲିଛି କରୋନା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୪ ହଜାର ୮୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ନେଇଛି ମହାମାରୀ । କଟକରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ…

୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କଲେ ଏସବୁ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ ଦେଶବ୍ୟାପୀ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଦିଆଯିବ ଟିକା । କରୋନା ସଂକ୍ରମଣ ଭିତରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି…

ରାଜ୍ୟରୁ ୪ ହଜାର ୮୫୧ ନୂଆ ସଂକ୍ରମିତ ଚିହ୍ନଟ, ୫ ଜିଲ୍ଲାରେ ୩ ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢ଼ୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୮୧୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୩୭ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଦୈନିକ ସଂକ୍ରମଣ…

ଦିଲ୍ଲୀ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଜରିମାନା

ଚେନ୍ନାଇ: ଆଇପିଏଲର ୧୩ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି । ଏହି ରୋମାଞ୍ଚକର ବିଜୟ ସହ ଦିଲ୍ଲୀ ଗତ ଚାମ୍ପିୟନ୍ ଟିମ୍ ବିପକ୍ଷରେ ଲଗାତାର ପାଞ୍ଚଥର ହାରିବା ପରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ବିଜୟ…