Latest Odisha News

BREAKING NEWS

Yearly Archives

2021

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ଭୋଟ୍, ୪୫ ଆସନ ପାଇଁ ଚାଲିଛି ଭୋଟିଂ

କୋଲକାତା: କରୋନା ସଂକଟ ମଧ୍ୟରେ ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ଆଜି ୪୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥର ୨୦୦ ମିଟର ପରିଧିରେ ଲାଗୁ ହୋଇଛି ୧୪୪ ଧାରା । ୪୫ ଆସନରେ ୩୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

କୋଭିଡ୍ ମୁକ୍ତ ନହେବା ଯାଏ ହାଇଦରକୁ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ

କଟକ: ଆଜିଠୁ ରିମାଣ୍ଡରେ ଯିବ ନାହିଁ ଗ୍ୟାଙ୍ଗଷ୍ଟର ହାଇଦର । ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରିମାଣ୍ଡ କାର୍ୟ୍ୟକାରୀ ହେବ ନାହିଁ । ସଂକ୍ରମଣ ମୁକ୍ତ ନହେବା ଯାଏ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ । ହାଇଦରର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ…

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ଧରିଥିବା ଅଧିକାରୀ

କଟକ: ଫେରାର ହାଇଦର ଗିରଫ ପରେ ବି ଚର୍ଚ୍ଚାରେ । ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ପରେ ପୋଲିସର ନିଦ ହଜି ଯାଇଥିଲା । ଦିନରାତି ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ହାଇଦରକୁ ଶୁକ୍ରବାର ଓଡ଼ିଶା ଆଣିବା ପରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୭ ତାରିଖ ଶନିବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାରବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ : ବେଲ…

ସ୍ବେରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କଟକ ସହରରେ ସ୍ବେରେଜରେ କାମ ସମୟରେ ୨ ଜଣ ଶ୍ରମିକ ପ୍ରାଣ ହରାଇବା ଓ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଘଟଣାରେ PHEOର Executive Engineer ତଥା watco GM ସୁଶାନ୍ତ ଘଡେଇ, ଏସଡିଓ ତଥା ଓ୍ବାଟକୋ ଜିଏମ୍ ସୁବାସ ରାଉତଙ୍କୁ ବଦଳି…

ଛତିଶଗଡ଼କୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ । ପଡ଼ୋଶୀ ଛତିଶଗଡ଼ରେ ମହାମାରୀ ବଢ଼ି ଚାଲିଥିବାରୁ ଏହି ରାଜ୍ୟକୁ ରେଳ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଛତିଶଗଡରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ : ଭାରତ ଫେରିବ ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନରେ ଅଛନ୍ତି ।…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୯୫୨ ଜଣ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୧୭୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୪୭, ଖୋର୍ଦ୍ଧାରୁ ୧୨୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି…

ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ

କଟକ : ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି…

କରୋନା ପାଇଁ କଠୋର ହେଲେ ନିର୍ବାଚନ କମିଶନ, ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ରାଜନୀତିକ ଦଳ ଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ରାଲି କରିପାରିବେ ନାହିଁ ବୋଲି କମିଶନ…