Latest Odisha News

BREAKING NEWS

Yearly Archives

2021

୪୦ ପ୍ରକାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ ସହ ପାଳିତ ହେଲା ନବବର୍ଷ

ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର (ଓଆଇସି) ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୬ ଜଣ ଉଦ୍ୟୋଗୀ ଓ ୧୫ ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅତିଥି ମାନଙ୍କୁ ୪୦ ପ୍ରକାର…

ସୁନ୍ଦରଗଡ଼ର ୨ ବିଜେଡି ନେତା ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ଦଳୀୟ ସଭାପତି

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା…

ନିଜ ଆଗାମୀ ଚଳଚ୍ଚିତ୍ରର ଘୋଷଣା କଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଅଜୟ ଦେବଗନ୍ ତାଙ୍କ ନୂଆ ଚଳଚ୍ଚିତ୍ର 'ଗୋବାର' ବିଷୟରେ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସବଲ ଶିଖାୱତ୍‌ ଏବଂ ସିଦ୍ଧାର୍ଥ ରୟ କପୁର। ଅଜୟ ଇନଷ୍ଟାଗ୍ରାମରେ ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ସେ ସିଦ୍ଧାର୍ଥ ଏବଂ ସବଲଙ୍କ…

ରବିବାର ଉତ୍ତରପ୍ରଦେଶ ଲକ୍‌ଡାଉନ

ନୂଆଦିଲ୍ଲୀ: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ରବିବାର ଦିନ ଉତ୍ତରପ୍ରଦେଶରେ ଲକଡାଉନ୍ ଲାଗୁ କରାଯିବ। ଏହି ଲକ୍‌ଡାଉନ୍‌ ରାଜ୍ୟର ସମସ୍ତ ସହର ଏବଂ ଗ୍ରାମାଞ୍ଚଳରେ ଲାଗୁ ହେବ। ଏଥିସହ ଫେସ୍ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିବାକୁ…

୨୧ରେ ପ୍ରଦାନ କରାଯିବ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ- ୨୦୨୧ ଘୋଷିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି…

ଅନ୍ଧଶ୍ରଦ୍ଧା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗୋବିନ୍ଦପୁର ଗାଁ ମଝିରେ ଥିବା ସଭା ମଣ୍ଡପ ଉପରେ ଚାଲିଛି ବୈଠକ । ଗାଁର ବୟୋବୃଦ୍ଧ ଚାରି ପାଞ୍ଚ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଭେଣ୍ଡିଆ ପିଲେ । ମଝିରେ ଯୁବ ଅଫିସର କମଲ କୁମାର । ନୂଆ କରି ଆସିଛନ୍ତି ସେ ଏ ଅଞ୍ଚଳକୁ…

ଶନି ଓ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ଆସନ୍ତା ୨୪ରୁ ଲାଗୁ ହେବ ନିୟମ, ଭକ୍ତ ନିରାଶ 

ପୁରୀ: କରୋନା ସ୍ଥିତିକୁ ନେଇ ପୁରୀ ଶ୍ରୀମନ୍ଦିରରେ ବଢିଲା କଟକଣା । ସପ୍ତାହରେ ଦୁଇ ଦିନ ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶନିବାର ଓ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି…

ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୂଚନା ଦେଲେ ସାଂସଦ ଓ ପୁଅ 

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ…

ସୋନୁଙ୍କ ମହାନତା: ୧୦ଟି ଅକ୍ସିଜେନ୍ ଜେନେରେଟର୍ ପଠାଇଲେ ଇନ୍ଦୋର 

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ପୁଣି ଆଗେଇ ଆସିଛନ୍ତି ସୋନୁ ସୁଦ୍ । ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସହାୟତାର ହାତ ବଢ଼ାଇଛନ୍ତି । ସୋନୁ ଏକ ଭିଡିଓ ସେୟାର କରି କହିଛନ୍ତି, ଇନ୍ଦୋରବାସୀ ନିଜର ଧ୍ୟାନ ରଖନ୍ତୁ । ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ଥିବାରୁ ମୁଁ…

ଦ୍ୱିତୀୟ ସନ୍ତାନର ପ୍ରଥମ ଝଲକ ଦେଖାଇଲେ କରୀନା!

ମୁମ୍ବାଇ: କରୀନା କପୁର ଖାନ ତାଙ୍କ ଦ୍ବିତୀୟ ସନ୍ତାନର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କରୀନା ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତୈମୁର ଅଲି ଖାନ ଏବଂ ସୈଫ ଅଲି ଖାନ ନବଜାତ ଶିଶୁଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି। କିନ୍ତୁ କରୀନାଙ୍କ ଏହି ପୋଷ୍ଟରେ…