୨୫ ଫୁଟ୍ ତଳକୁ ଖସିଲା ଟ୍ରକ୍; ୧୨ ମୃତ ୪୩ ଆହତ
ଇଟାୱା: ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଶନିବାର ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଉଦି କ୍ରସିଂ ନିକଟ ଚକର୍ନଗର ରାସ୍ତାରେ ୨୫ ଫୁଟ ତଳକୁ ଖସିପଡିଛି ଡିସିଏମ ଟ୍ରକ। ଏହି ଦୁର୍ଘଟଣାରେ ଅତି କମରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି।
ଏସଏସପି ବ୍ରିଜେଶ କୁମାର…