Latest Odisha News

BREAKING NEWS

Yearly Archives

2021

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା…

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍…

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ କରୋନା

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ଅନୁପମା'ର ମୁଖ୍ୟ ଚରିତ୍ର ଅନୁପମା ଅର୍ଥାତ ରୁପାଲି ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରୁପାଲି ଘରେ ପୃଥକ୍‌ ଭାବେ ରହିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି, ସେମାନଙ୍କର ରିପୋର୍ଟ…

ଆସନ୍ତାକାଲିଠୁ ଏହି ଜିଲ୍ଲାରେ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣେରେ ଶନିବାର ଠାରୁ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ କରୋନାଭାଇରସ୍ ସ୍ଥିତି ଉପରେ ନଜର ରଖାଯିବ ବୋଲି…

ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଗୁରୁବାର ଦିନ ଓଡିଶାର ୨୨ଟି ସିନେମା ହଲରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର କାହାଣୀ ରୋମାଣ୍ଟିକ୍‌ ଡ୍ରାମା ଉପରେ ଆଧାରିତ। ଏଥିରେ ଅଭିଷେକ ରଥ, ଅଙ୍କିତା, ମହିମା ଏବଂ ଶକ୍ତି ବରାଳ ପ୍ରମୁଖ ଭୂମିକାରେ ଅଭିନୟ…

୫୦ ବର୍ଷ ପରେ ବି ନିଜ ପ୍ରଥମ ପ୍ରେମକୁ ଭୁଲି ନାହାନ୍ତି ଏହି ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ପ୍ରେମ ନିରନ୍ତର, ନିଷ୍ପାପ, ନିଷ୍କପଟ। ପ୍ରେ୍‌ମରେ ନଥାଏ କୌଣସି ବନ୍ଦ ବାଡ଼। ପ୍ରେମର କୌଣସି ସୀମା ନାହିଁ। ଏମିତି ଅନେକ ପ୍ରବାଦ ଆମେ ଆଗରୁ ଶୁଣିଛେ ନିଶ୍ଚୟ କିନ୍ତୁ ଏହି ପ୍ରବାଦକୁ ସତ ପ୍ରମାଣିତ କରିଛନ୍ତି ଜଣେ ୮୨ ବର୍ଷୀୟ ବୃଦ୍ଧ। ରାଜସ୍ଥାନର ଜୌସଲମେରରେ ଅବସ୍ଥିତ…

ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ ବାଧ୍ୟହୁଏ । ଆଉ ଆମେ ପୁଣି ଘରକୁ ଫେରୁ । ହେଲେ ନବୀନପୁରର ଗୋଟିଏ କଥା…

କରୋନା ଟିକା ନେଲେ ଅଭିନେତ୍ରୀ ମଲାଇକା ଅରୋରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଶୁକ୍ରବାର କୋଭିଡ୍-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଟିକା ଗ୍ରହଣ କରିଛନ୍ତି। ଏହାସହ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ…

‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ରଚିତ ଇଂରାଜୀ ପୁସ୍ତକ 'ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ' ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକଟିର ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ତାଙ୍କ…

ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମିଳିବା ପରେ ବୁଥରେ ନିର୍ବାଚନ ରଦ୍ଦ, ୪ ଅଧିକାରୀ ନିଲମ୍ବିତ

ଗୁଆହାଟି: ନିର୍ବାଚନ ଭିତରେ ଆସାମ କରିମଗଞ୍ଜ ଜିଲ୍ଲାରୁ ଏକ କାରରୁ ଇଭିଏମ୍ ମିଳିବା ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କାରର ଭିଡିଓ ଟ୍ୱିଟ୍ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଇଭିଏମ୍ ମିଳିଥିବା ବୋଲେରୋ ଗାଡ଼ିଟି ପାଥରକାଣ୍ଡି…