Latest Odisha News

BREAKING NEWS

Yearly Archives

2021

ଏଥର ହୋଲିରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ରଙ୍ଗିନ ‘ମୋଦୀ ମାସ୍କ ଏବଂ ପିଚ୍‌କାରି’

ନୂଆଦିଲ୍ଲୀ: ହୋଲିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହିତ ମାସ୍କ ଏବଂ ପିଚକାରି ପାଟନାରେ ବଜାରରେ ଛାଇ ଯାଇଛି। ଚାହିଦା ଏପରି ଯେ ଏହି ଜିନିଷଗୁଡ଼ିକ ଅନେକ ଦୋକାନରେ ଉପଲବ୍ଧ ହୋଇପାରୁନି। ପାଟଣାର ଜଣେ ଦୋକାନୀଙ୍କ କହିବାନୁସାରେ, ରଙ୍ଗୀନ…

ଭୁବନେଶ୍ବର ବିମାନ ବନ୍ଦରରେ ସାପ, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା

ଭୁବନେଶ୍ୱର: ଭୁବନେଶ୍ୱର ଏୟାର ପୋର୍ଟରୁ ନାଗ ସାପ ଉଦ୍ଧାର । ଫାୟାର ବ୍ରିଗେଡ଼ ସହାୟତାରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ । ଏୟାର ପୋର୍ଟର MT ପୁଲର ବାଥରୁମରେ ଏକ ନାଗ ସାପ ଗତ ରାତିରେ ପଶିଥିଲା । ତେବେ କିଛି କରିବା ପୂର୍ବରୁ ସାପଟି ବେସିନ ତଳ ଜାଲି ଭାଙ୍ଗି ଯାଇଥିବାରୁ ସେଇପଟେ…

ଅଭିନେତା ଆର୍‌ ମାଧବନ୍ କୋଭିଡ୍‌ ପଜିଟିଭ୍

ନୂଆଦିଲ୍ଲୀ: ଚଳଚ୍ଚିତ୍ର ୩ ଇଡିୟଟ୍ସ୍‌ ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ…

କରୋନା କବଳରେ ରାଉରକେଲା NITର ୩ ଛାତ୍ର

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି । କ୍ୟାମ୍ପସରେ ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ…

ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭିଡିଓକନ୍ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନଭେମ୍ବର, ୨୦୨୦ ରେ ଜାମିନ ଆବେଦନକୁ ଏକ…

୨୭ ମାର୍ଚ୍ଚରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

କଟକ : ଆର୍ ଆର୍ ସେଣ୍ଟର ଅଫ ଆର୍ଟ, ସତୀ ନଗର ପରିସରରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗର ମୁଖ୍ୟ ଡକ୍ଟର ସତ୍ୟଜିତ ମହାନ୍ତି, ମୁଖ୍ୟ ଅତିଥି , ସିଏମସି କମିଶନର ଅନନ୍ୟା ଦାସ ,…

କାଲି ଭାରତ ବନ୍ଦ ଡକରା ଦେଇଛି କୃଷକ ସଂଗଠନ: ଠପ୍ ହୋଇଯିବ ସାରା ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡକରା ଦେଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡକରା ଦେଇଛି । କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବେ ଚାଷୀ ସଂଗଠନ । ଦେଶବ୍ୟାପୀ ବନ୍ଦ ରହିବ…

ମାର୍ଚ୍ଚ ୩୧ ସୁଦ୍ଧା (ପାନ୍‌)କୁ ଆଧାର ସହ ସଂଯୋଗ ନକଲେ ଅବୈଧ ହୋଇଯିବ (ପାନ୍‌)!

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଆଧାର କାର୍ଡ ସହିତ ସଂଯୋଗ ନକଲେ ଆପଣଙ୍କୁ ଏତିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। କେବଳ ସେତିକି ନୁହେଁ ଏଥିପାଇଁ ଆପଣଙ୍କର ପାନ୍…

ଓଡ଼ିଶାରୁ ଚିହ୍ନଟ ୩ଟି ୟୁକେ ଷ୍ଟ୍ରେନ୍ ଅଧିକ ସଂକ୍ରମକ ନୁହେଁ, ରି-ଇନ୍‌ଫେକ୍‌ସନ ସ୍ଥିତି ଆସିନାହିଁ

ଭୁବନେଶ୍ୱର: ଓଡ଼ିଶାରେ ୩ଜଣ ବ୍ରିଟେନ ଫେରନ୍ତାଙ୍କ ପାଖରେ ୟୁକେ ଷ୍ଟ୍ରେନ୍ ଦେଖାଦେଇଥିଲା । ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି । ଆଉ କାହାକୁ ସଂକ୍ରମିତ କରି ନାହାନ୍ତି । ଆଜି ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ।…

କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଟିକା ରପ୍ତାନୀ ବନ୍ଦ କଲା ଭାରତ!

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ମାତ୍ରାକୁ ଦୃଷ୍ଟିରେ ରଖି ଦେଶରୁ ବିଦେଶକୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଆଷ୍ଟ୍ରାଜେନେକା ଟିକାକୁ ରପ୍ତାନୀ କରାଯାଉଥିଲା। କିନ୍ତୁ ଏବେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନାଭାଇରସ୍ ଟିକା ପାଇଁ ଭାରତ ସରକାର ଆଷ୍ଟ୍ରାଜେନେକା…