Latest Odisha News

BREAKING NEWS

Yearly Archives

2021

ଦବଙ୍ଗଷ୍ଟାର ସଲମାନ ଖାନ୍ ନେଇଛନ୍ତି କରୋନା ଟିକା 

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ନେଇଛନ୍ତି କରୋନା ଟିକା । ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସଲ୍ଲୁ ଭାଇ ।  ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି ।  ଦେଶରେ କରୋନା ଏବେ ପୁଣି ତାର କାୟା ମେଲାଇଛି । ଧୀରେ…

ଦୁଇ ମାସ ପରେ ରାଜ୍ୟରେ ଦୁଇ ଶହ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଦେଢ଼ ଶହ ଓ ଆଜି ସଂଖ୍ୟା ଦୁଇ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୨୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୮ଟି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା

ମୁମ୍ବାଇ: ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ପ୍ରଭାସ ଏବଂ ଦୀପିକା ପାଦୁକୋନ ଏକାଠି ହୋଇଛନ୍ତି। ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଚଳଚ୍ଚିତ୍ରର ବିଷୟବସ୍ତୁ ସର୍ବଭାରତୀୟ ହୋଇଥିବାରୁ ଫିଲ୍ମର ନିର୍ମାତାମାନେ ଇଂରାଜୀରେ ଫିଲ୍ମ ରିଲିଜ୍ କରିବାକୁ…

ସାବଧାନ: ହ୍ୟାଣ୍ଡ ସାନିଟାଇଜରରୁ ହେଉଛି କ୍ୟାନସର୍ ! ୪୪ଟି ସାନିଟାଇଟର୍ ମାରାତ୍ମକ

ନୂଆଦିଲ୍ଲୀ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖୁଛନ୍ତି । ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରୁଛନ୍ତି । ଏଭଳି ସ୍ଥିତିରେ ଏକ ଉଦବେଗଜନକ ଓ…

ଆଷ୍ଟ୍ରା ଜେନେକା ଟିକା କରୋନାକୁ ରୋକିବାରେ ୭୬ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଆମେରିକାର ଅଧିକାରୀଙ୍କ ସହ ଜନସାଧାରଣଙ୍କ ମଧ୍ୟରେ ମତଭେଦ ମଧ୍ୟରେ ଆଷ୍ଟ୍ରା ଜେନେକା ବୁଧବାର କହିଛି ଯେ ଏହାର କୋଭିଡ-୧୯ ଟିକା ଆମେରିକାର ପ୍ରମୁଖ ପରୀକ୍ଷଣର ଏକ ନୂତନ ବିଶ୍ଳେଷଣରେ ଲକ୍ଷଣାତ୍ମକ ରୋଗକୁ ରୋକିବାରେ ୭୬ ପ୍ରତିଶତ ପ୍ରଭାବଶାଳୀ ଅଟେ। ସୂଚନା ଅନୁଯାୟୀ ପ୍ରାଥମିକ…

ବାରହା ଶିକାର ପାଇଁ ଥିବା ବୋମା ଫୁଟି ମହିଳା ଗୁରୁତର

ଢେଙ୍କାନାଳ: ଗାତ ଖୋଲିବା ବେଳେ ଫୁଟିଲା ବୋମା । ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଫୁଟିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହିରେ ଏହି ଘଟଣା ଘଟିଛି । ଆହତ ମହିଳା ହେଲେ ଗାଁର ନିରୁପମା ବାରିକ । ତାଙ୍କୁ ଉଦ୍ଧାର କରି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କଶ୍ମୀରର ଟୁଲିପ୍‌ ଉଦ୍ୟାନ

ଶ୍ରୀନଗର: ୧.୫ ମିଲିୟନ୍ ଟୁଲିପ୍‌ ଫୁଲ ସହିତ ଏସିଆର ବୃହତ୍ତମ ଉଦ୍ୟାନ ଭାବେ ବିବେଚନା କରାଯାଉଥିବା ଶ୍ରୀନଗରର ଟୁଲିପ୍‌ ଉଦ୍ୟାନ ଗୁରୁବାର ଦିନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଟୁଇଟ କରି ପର୍ଯ୍ୟଟକଙ୍କୁ କଶ୍ମୀର ଭ୍ରମଣ ପାଇଁ…

ଅବହେଳିତ କୃଷି ଉଦ୍ୟୋଗ

ଯେଉଁ ଦେଶର କୃଷକ ଯେତେ ସମୃଦ୍ଧ ସେ ଦେଶର ଅର୍ଥନୀତି ସେତେ ସୁରକ୍ଷିତ । କାରଣ ଦେଶର ଅର୍ଥନୀତି ଓ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ମୂଳଦୂଆ ହେଉଛି କୃଷି । ଓଡ଼ିଶା ଖଣିଜ ସମ୍ପଦ, ଜଙ୍ଗଲ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ପାଇଁ ଜଣାଶୁଣା । ନବରଙ୍ଗପୁର ଏସିଆର ସବୁଠାରୁ ବଡ଼ ମକା…

ଏହି ସମୟରେ ଗଡିବ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ୍

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ବୁଧବାର ଦିନ ଘୋଷଣା କରାଯାଇଛି। ଭୁବନେଶ୍ୱର-ଭଦ୍ରକ ମେମୁ ଏପ୍ରିଲ ୭ ତାରିଖ ଅପରାହ୍ନ ୫ଟା ୫୫ରୁ ଭୁବନେଶ୍ୱର ଷ୍ଟେସନ ଛାଡିବା ସହ ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ। ସେହିପରି…

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ: ପୁନଃନିର୍ମାଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହାକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢି ତୋଳିବା…