ଫୋଟୋ ଚିତ୍ର ପ୍ରଦର୍ଶନୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଉଦଯାପିତ
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ ଦିନିଆ 'ଆଜାଦୀ କା ଅମୃତ ମହୋତ୍ସବ' ଶୀର୍ଷକ ଫୋଟୋ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି ଅବସର 'ଓଡ଼ିଶାରେ ଗାନ୍ଧୀ 'ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ଠ…