ତୁମେ ଖୁସିରେ ରୁହ… ଭିଡିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ
ଲକ୍ଷ୍ନୌ: ବିଜେପି ସାଂସଦ କୌଶଲ କିଶୋରଙ୍କ ବୋହୂ ଆତ୍ମହତ୍ୟା ଉଦ୍ୟମ କରିବା ମାମଲା ସାମ୍ନାକୁ ଆସିଛି। ସେ ବିଳମ୍ବିତ ରାତିରେ କାକୋରୀରେ ସାଂସଦଙ୍କ ଘର ବାହାରେ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ହାତର ଶିରା କାଟିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ସୂଚନା ଅନୁଯାୟୀ ତାଙ୍କ…