Latest Odisha News

BREAKING NEWS

Yearly Archives

2021

ଅଜ୍ଞାତ କବି କାଳୁ ଚରଣଙ୍କୁ ବଣମଲ୍ଲୀ ସମ୍ମାନ ଅବସରରେ ସାହିତ୍ୟ ସଭା

ଗଂଜାମ : ଗୁଣ୍ଠପଡା ଗ୍ରାମର ଜଣେ ଅଜଣା କବି ପ୍ରତିଭା କାଳୁ ଚରଣ ପ୍ରଧାନଙ୍କୁ 'ବଣମଲ୍ଲୀ ସମ୍ମାନ - ୨୦୨୧' ପ୍ରଦାନ ଅବସରରେ ସାହିତ୍ୟର ଗଣତନ୍ତ୍ରୀକରଣ ବିଷୟରେ ଏକ ଆଲୋଚନାଚକ୍ର ଓ୍ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବି କାଳୁ ଚରଣ ପ୍ରଧାନଙ୍କର ଗୋଟିଏ କବିତା…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୫-୩-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୫ ତାରିଖ ସୋମବାର ମୀନ ୨ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା…

ଉନ୍ମୋଚିତ ହେବ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳନ କାରାଯିବ ବୋଲି ଏକାଦେମୀ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ଅପରାହ୍ନରେ ଓଡ଼ିଶାର ପୂର୍ବତନ ବିଶିଷ୍ଟ ଦିବଂଗତ ଚିତ୍ରଶିଳ୍ପୀ ମାନଙ୍କ ତୈଳଚିତ୍ର ଏକାଡେମୀର ଏକ କକ୍ଷରେ  ଉନ୍ମୋଚିତ ହେବ ବୋଲି ଏକାଡେମୀର…

ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀ ପକ୍ଷରୁ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି । ପ୍ରକାଶନୀର ପ୍ରତିଷ୍ଠାତା ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ପୁରସ୍କାର ପାଇଁ ଔପନ୍ୟାସିକା ସ୍ଵାଗତିକା ସ୍ୱାଇଁଙ୍କ "ଦ୍ରୋହକାଳ" ଉପନ୍ୟାସକୁ ଚୟନ କରାଯାଇଛି ।ପ୍ରତିଭା ରାୟ…

ମଣ୍ଡିରୁ ଉଠୁନି ଧାନ, ଧାରଣାରତ ଚାଷୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ହୁଲସ୍ତୁଲ୍ ହେଉଛି । ବିରୋଧୀ ସରକାରଙ୍କ ଧାନ କିଣା ନୀତିକୁ ନେଇ ପ୍ରଶ୍ନ ଉଠାଇ ଗୃହରେ ହୋହଲ୍ଲା କରୁଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ଶାସକ ବିଜେଡି । ହେଲେ, ଚାଷୀଙ୍କ ଦୁଃଖ କେହି…

ସପ୍ତମ ଆଲିଆନ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ସମରସେଟ୍  

ଭୁବନେଶ୍ୱର: ଆଲିଆନ୍ସ କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ସପ୍ତମ ଆଲିଆନ୍ସ କପ୍ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ସମରସେଟ୍ ଦଳ । । ରବିବାର ମ୍ୟାଚରେ ଟେନିସ୍ ଷ୍ଟାର ଦଳକୁ ଭେଟିଥିଲା ସମରସେଟ୍ । ପ୍ରଥମେ ଟେନିସ୍…

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର…

ଟିମ୍ ଇଣ୍ଡିଆର ଦମଦାର ବିଜୟ, କୋହଲିଙ୍କ ଧୂଆଁଧାର ବ୍ୟାଟିଂ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଖେଳିଛନ୍ତି ଦମଦାର ଅର୍ଦ୍ଧଶତକୀୟ ଇନିଂସ । ଏଥିସହ ପ୍ରଥମ ବ୍ୟାଟସମ୍ୟାନ ଭାବେ…

ଗିରଫ ହେଲେ ନାଗା ସାଧୁ ବୈଷ୍ଣବ ପୁରୀ

ପୁରୀ : ନାଗା ସାଧୁ ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ…

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି । ହତ୍ୟା ଘଟଣାରେ…