Latest Odisha News

BREAKING NEWS

Yearly Archives

2021

ଖୋଲିବ ନରକଙ୍କାଳ ରହସ୍ୟ: ଡିଏନଏ ଟେଷ୍ଟ ପାଇଁ ପଠାଗଲା ଶରୀରର ଅଂଶବିଶେଷ

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ନରକଙ୍କାଳ ଜବତ ଘଟଣାର ଖୋଳତାଡ ଚାଲିଛି । ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଆଜି ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଶରୀରର ଅଂଶବିଶେଷ । ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍ ପଠାଯାଇଛି ।…

ଆଠ ଦିନ ହେଲା ବଢୁଛି: ଦେଶରେ ୧ଲକ୍ଷ ୭୪ ହଜାର ନୂଆ କରୋନା ଆକ୍ରାନ୍ତ, ୯୬୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ ।…

ଦୁର୍ଘଟଣାରେ ଛିନଛତ୍ର ବସ୍, ହେଲ୍ପର ମୃତ 

ନବରଙ୍ଗପୁର: ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ୩୩ ଜଣ ଯାତ୍ରୀଙ୍କୁ ନେଇ…

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ଖାସ୍‌ ଉପହାର ଦେଲେ ଆଲିଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଆଲିଭଟ୍ଟଙ୍କ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି ଆଲିଆଙ୍କ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର 'ଆରଆରଆର'ରେ ଆଲିଆଙ୍କ ନୂଆ ଲୁକ୍‌ ସାମ୍‌ନାକୁ ଆସିଛି। ଫିଲ୍ମର…

କବିତା : ବାରାଙ୍ଗନା

ସୁପ୍ରିୟା ପଣ୍ଡା ଆଉ ଅଳ୍ପ କିଛି କ୍ଷଣ ବାକି ଅଛି ନିଷ୍ପ୍ରଭ ଆଲୁଅର ପଥ  , ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ ବାହାରେ ସବୁ ଚିକଚାକ ଛବି । କିଛି ନୁଆ ନୁହେଁ ସେଇ ନିତିଦିନ ଆଖି ଠାର ମିଲନର ପର୍ବ ଆତ୍ମା ଖାଲି କବଳିତ ହୁଏ ଅଧରର ପାଖୁଡ଼ା ମେଳରେ ଅବଶ୍ୟ ଏଇଟା ବି ଠିକ…

ରବିବାର ଓ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟୀକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟୀକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ…

ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି ୟୁଟ୍ୟୁବର୍ ଲିଲି ସିଂଙ୍କ ‘ଆଇ ଷ୍ଟାଣ୍ଡ୍ ୱିଥ୍ ଫାର୍ମର୍ସ’ ମାସ୍କ

ନୂଆଦିଲ୍ଲୀ: ୟୁଟ୍ୟୁବର୍ ତଥା କମେଡିଆନ୍‌ ଲିଲି ସିଂ ମାର୍ଚ୍ଚ ୧୪ ରେ ଲସ୍ ଏ‌‌ଞ୍ଜେଲ୍‌ସଠାରେ ଗ୍ରାମି ଆୱାର୍ଡସ୍ ୨୦୨୧ରେ ଯୋଗଦେବା ବେଳେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଏକ ମାସ୍କ ପିନ୍ଧିଥିଲେ। ସେ ଏକ କଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏକ କଳା ରଙ୍ଗର ମାସ୍କ…

ବିଧାନସଭା ଅଚଳାବସ୍ଥା ନେଇ ସାଂଘାତିକ ଅଭିଯୋଗ ଆଣିଲେ ତାରା ବାହିନୀପତି

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ନେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକତ ତାରାପ୍ରସାଦ ବାହିନୀପତି । ବିଜେପି-ବିଜେଡି ଲିଙ୍କ କଥା କହିଛନ୍ତି । ତାରା କହିଛନ୍ତି, ବିଜେଡି ଓ ବିଜେପି ମିଳିତ ଭାବେ ଚାହୁଁଛନ୍ତି ବିଧାନସଭା ନଚାଲୁ । ଚାଷୀଙ୍କ ଧାନ ନଉଠୁ ବୋଲି ଉଭୟ…

ଟିଏମସିର ଉପ ସଭାପତି ହେଲେ ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଟିଏମସିରେ ଯୋଗଦେବାର ଦୁଇ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ସୋମବାର ଦଳର ଉପ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ଟିଏମସି ଜାତୀୟ କାର୍ଯ୍ୟ କମିଟିର ସଦସ୍ୟ ମଧ୍ୟ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ…

ଭୟଙ୍କର ନିଆଁ: ଜଳିଗଲେ ଗୋଟିଏ ପରିବାରର ୫ ଜଣ

ପାଟନା: ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଗୋଟିଏ ପରିବାରର ପାଞ୍ଚ ଜଣ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ଭିତରେ ଚାରି ଜଣ ଛୁଆ ଅଛନ୍ତି । ବିହାର କିଷାନଗଞ୍ଜ ଜିଲ୍ଲାରେ ଏଭଳି ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ସଲାମ କଲୋନୀରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ…