Latest Odisha News

BREAKING NEWS

Yearly Archives

2021

ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଲବଣି ଭୁତିଆ । ସୂଚନା ଅନୁସାରେ ବାହାଳସାହିର ସୁଶାନ୍ତ ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ…

ମହିଳା ଦିନିକିଆ କ୍ରିକେଟ: ହାଇଦ୍ରାବାଦକୁ ହରାଇଲା ଓଡିଶା

ଭୁବନେଶ୍ୱର: ସୁରଟର ପିଠାୱାଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଜାତୀୟ ସିନିୟର ମହିଳା ଦିନିକିଆ ଟ୍ରଫିରେ ଓଡିଶା ୯ ଉଇକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହାଇଦ୍ରାବାଦ ୪୬.୪ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଅହମ୍ମଦାବାଦ : ଅହମ୍ମଦାବାଦରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତ ଆଗରେ ରନର ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ଦଳ ପକ୍ଷରୁ ଜେସନ ରଏ ୩୫ ବଲରେ କରିଛନ୍ତି ୪୬ ରନ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬…

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । ଆଇନକୁ ବିରୋଧ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ, ଓଡ଼ିଶାରେ ହେବ ମହାପଞ୍ଚାୟତ । ମାର୍ଚ୍ଚ ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଭୁବନେଶ୍ବରରୁ ଚଣ୍ଡିଖୋଲ ଯାଏଁ…

ଭାରତର ପ୍ରଥମ ମହିଳା ବାରିକ ଶାନ୍ତିବାଇ 

ମୁମ୍ବାଇ: ନାରୀ ପ୍ରମାଣିତ କରିଛି, କେଉଁ ଗୁଣରେ ବି ସେ କାହାଠୁ କମ୍ ନୁହେଁ । ପୁରୁଷ ପ୍ରଧାନ ସମାଜରେ ନାରୀ ଆଜି ଆତ୍ମନିର୍ଭରଶୀଳ । ପ୍ରତ୍ୟେକ ବୃତ୍ତି ପ୍ରତ୍ୟେକ ସ୍ଥିତିରେ ନିଜକୁ ଖାପ ଖୁଆଇବାରେ ସାମର୍ଥ୍ୟ । ଏଭଳି ଜଣେ ମହିଳା ହେଉଛନ୍ତି ମହାରାଷ୍ଟ୍ରର ଶାନ୍ତିବାଇ ଯାଦବ । ଯେଉଁ…

ଅସୀଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଭବାନୀ

ମାଡ୍ରାସ: ତାମିଲନାଡୁର ସିଏ ଭବାନୀ ଦେବୀ ପ୍ରଥମ ଭାରତୀୟ ଅସୀଚାଳକ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଭବାନୀ ଏଓଆର ଆଧାରରେ କ୍ୱାଲିଫାଇ କରିଛନ୍ତି । ୫ଏପ୍ରିଲ ୨୦୨୧ରେ ବିଶ୍ୱ ର‌୍ୟାଙ୍କିଙ୍ଗ ଜାରି କରାଯାଇଥିଲା । ଏସିଆ-ଓସେନିଆ କ୍ଷେତ୍ର ପାଇଁ ୨ଟି କୋଟା ସରକ୍ଷିତ…

ଭଞ୍ଜନଗର ତାରାସିଂ ଆମ୍ବଝରା ଜଙ୍ଗଲରୁ ମୃତଦେହ ଠାବ

ଭଞ୍ଜନଗର : ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତାରାସିଂ ବନାଞ୍ଚଳ ଆମ୍ବଝରା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କଳିଙ୍ଗପଦର ଅଞ୍ଚଳରର ଶ୍ୟାମଘନ ଜାନି । ହାତୀ ଆକ୍ରମଣରେ ଶ୍ୟାମଘନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ…

ଆସନ୍ତାକାଲି ଓ ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ସେହିପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ କାରବାର ହେବନି । ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ଦିଆଯାଇଥିବା…

ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟର, ମେଦିନିପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ମମତାଙ୍କ ସିକ୍ୟୁରିଟି ନିର୍ଦ୍ଦେଶ, ମେଦିନିପୁର ଜିଲ୍ଲାପାଳ ଓ ଏସପିଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ । ଦାୟିତ୍ବରେ ଅବହେଳା କାରଣରୁ ଏମାନଙ୍କ ବିରୋଧରେ…