ଜୋମାଟୋ ଇଣ୍ଡିଆର ଡେଲିଭରି ବଏ୍ ସମର୍ଥନରେ ମୁହଁ ଖୋଲିଲେ ପରିଣୀତି
ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ମହିଳା ଜୋମାଟୋ ଡେଲିଭରି ବଏ୍ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ନିୟମ ଉଲ୍ଲଘଂନ କରି ଡେଲିଭରି ବଏ୍ ଜଣକ କେବଳ ତାଙ୍କ ସହ ଅପବ୍ୟବହାର କରିନାହାନ୍ତି ବରଂ ତାଙ୍କ ମୁହଁକୁ ଆଘାତ ମଧ୍ୟ ଦେଇଛନ୍ତି।
ଏ ନେଇ…