Latest Odisha News

BREAKING NEWS

Yearly Archives

2021

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ୨୩ ହଜାର ପଜିଟିଭ୍, ମହାରାଷ୍ଟ୍ରରେ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୩ହଜାର ୨୮୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ କରୋନା…

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ…

‘ସ୍ବାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୭୫ ସପ୍ତାହ ଧରି ଚାଲିବାକୁ ଥିବା…

ଗାଜିଆବାଦର କାରଖାନାରେ ଅଗ୍ନିକାଣ୍ଡ, ୧୪ ମୃତ

ଗାଜିଆବାଦ: ସାହିବାବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟ୍ ୪ରେ ଗୁରୁବାର ରାତିରେ ଚିକିତ୍ସା ଉପକରଣ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଲାନିଧି ନଇଥାନି କହିଛନ୍ତି, "ଅଗ୍ନିକାଣ୍ଡରେ ସମୁଦାୟ…

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ

ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସେତିକିବେଳେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍ : ବିବାଦୀୟ ବଦ୍‌ରୁଦ୍ଦିନ୍

ଭୁବନେଶ୍ୱର: ହିନ୍ଦୁ ଓ ଭାରତ ବିରୋଧୀ ଭାଷଣ ପାଇଁ ଚର୍ଚ୍ଚାରେ ଏଆଇଡିୟୁଏଫ୍ ମୁଖ୍ୟ ବଦ୍‌ରୁଦ୍ଦିନ୍ ଅଜମଲ । ମୋଗଲ ଶାସନ ଇତିହାସଠୁ ଆରମ୍ଭ କରି ଭାରତରେ ଇସଲାମିକ ଧର୍ମ ରାଜୁତି କରିବା ଭଳି ଦାବି ମଧ୍ୟ ସାମ୍ନାକୁ ଆସିଛି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସ୍ତମ୍ଭକାର ଓ ଖବର ପ୍ରସାରଣ ସଂସ୍ଥା…

ଜଳାଭାବ ଭାରତରେ ଜଳର ସୁପରିଚାଳନା ଆବଶ୍ୟକ

ଜଳ, ପବନ ଭଳି ଏ ଜୀବଜଗତ ପାଇଁ ଅତି ଆବଶ୍ୟକ । ପୃଥିବୀରେ ଯଦିଓ ଯଥେଷ୍ଟ ଜଳ ଗଚ୍ଛିତ ଅଛି, ମାତ୍ର ତାହାର ୯୭.୫ ଶତାଂଶ ଲୁଣିଆ ଅଟେ । ଅବଶିଷ୍ଟ ଜଳର ୧.୭ ଶତାଂଶ ବରଫ ଓ ଗ୍ଲେସିଅର ଭାବେ, ୦.୭୫ ଶତାଂଶ ଭୂଗର୍ଭର ଜଳଭାବେ ଏବଂ ଅବଶିଷ୍ଟ ୦.୦୫ ଶତାଂଶ ନଦୀ, ହ୍ରଦ ଇତ୍ୟାଦରେ ମିଳିଥାଏ । ମାତ୍ର…

ଦୁଇଟା ଜାତିର ମଣିଷ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବିଶ୍ୱଜିତ୍ ରାଉତରାୟ । ହରିପୁର ଗାଁର ଜଣେ ଜଣାଶୁଣା ଲୋକ । ନ୍ୟାୟ ନିଶାପରେ ଆଖପାଖ ଦଶ ଖଣ୍ଡ ଗାଁର ଲୋକେ ବି ତାଙ୍କୁ ଡାକନ୍ତି । ଗାଁର ସବୁକଥାରେ ଆଗ ଠିଆହୁଅନ୍ତି ବିଶ୍ୱଜିତ୍ । ହେଲେ ଏବେ ବୟସ ଗଡ଼ିଗଲାଣି । ଆଉ ଆଗ ଭଳି ଗାଁ କଥାରେ…

ଦର୍ଶକଙ୍କୁ ବାନ୍ଧି ରଖିଲା ଧବାଲ କ୍ଷତ୍ରୀଙ୍କ କ୍ରିଏଟିଭ ପେଣ୍ଟିଂ

ଭୁବନେଶ୍ୱର : ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ ହୋଇଯାଇଛି।  ଉଦଯାପନ ସମାରୋହରେ ଚିନ୍ମୟୀ କ୍ଲାସିକ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ଭିନ୍ନକ୍ଷମ ଚିତ୍ରଶିଳ୍ପୀ ଧବାଲ କ୍ଷତ୍ରୀଙ୍କ ଦ୍ଵାରା…

କବିତା : କୁହୁଡି ପହଁରା

ସୁବ୍ରତ କୁମାର ଜେନା ସ୍ଥିର ଏଇ କ୍ଷଣ, ହେଲେ ପ୍ରକୃତି ନିଏ ଲେଉଟାଣି, ଅଡ଼ୁଆ ତାଡୁଆ ଅନେକ ପ୍ରଶ୍ନଗୁଛ, କିନ୍ତୁ ଭାଗ୍ୟଯେ ବାଆଁରା ପକ୍ଷୀ, କେବେ ଉର୍ଦ୍ଧଗାମୀ କେବେ ରସାତଳ , ପ୍ରୟାସ କିନ୍ତୁ ଲାଗି ରହିଛି ନିରନ୍ତର, ହୁଏତ ବାନ୍ଧିପାରେ ଜହ୍ନକୁ ହାତ ପାପୁଲିରେ । ବାଲି…