Latest Odisha News

BREAKING NEWS

Yearly Archives

2021

ଗଳ୍ପ : ଅନ୍ଧକାରର ଅନୁଭୂତି

ଶ୍ରୀୟା    ମଧୁ- ଉଆଁସୀ ରାତିଟାରେ ଏକଲା ଛାତ ଉପରେ କାହିଁକି ବସିଛ ଯେ? ବିକ୍ରମ- କଣ କାମ ଥିଲା କି ମୋ' ଠି? କହୁନ... ମଧୁ- ନା, ନା.... ସେମିତି ନୁହେଁ ଯେ, ହେଲେ ବିକ୍ରମ, ଅନ୍ଧାରଟା କଣ ଏତେ ଭଲ ଲାଗେ, ତୁମକୁ? ବିକ୍ରମ- ଅନ୍ଧାର ଗୋଟେ ଅନୁଭୂତି.....! ନିସ୍ତବ୍ଧ ଅମା ରଜନୀର…

ସୌନକ ପାରିଖ ଓ ଲଖି ସ୍ବାଇଁଙ୍କୁ ବିଜିସି ଟ୍ରଫି ପ୍ରଦାନ

ଭୁବନେଶ୍ବର: ପ୍ରତିଯୋଗିତାର ଠିକ୍ ବର୍ଷକ ପରେ ଭୁବନେଶ୍ବର ଗଲଫ୍ କ୍ଲବ୍ (ବିଜିସି) ଟ୍ରଫି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ହକି ଖେଳାଳି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ବର୍ଗ ୦-୧୮…

ବାଲୁକାକଳା ମାଧ୍ୟମରେ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ…

ଭାରତର କରୋନା ଟୀକା କମ୍ପାନୀମାନଙ୍କ ଉପରେ ଚୀନର ସାଇବର ଆଟାକ

ନୂଆଦିଲ୍ଲୀ: କରୋନା ଟୀକା ପ୍ରସ୍ତୁତରେ ଭାରତଠାରୁ ପଛେଇବା ପରେ ଚୀନ ତାର ଚିରାଚରିତ ଷଡଯନ୍ତ୍ର ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଭାରତର ବଡ ବଡ କମ୍ପାନୀ ଉପରେ ଚୀନ ସାଇବର ଆଟାକ ପାଇଁ ଉଦ୍ୟମ କରୁଛି । ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟୀକା ପ୍ରସ୍ତୁତକାରୀ କମ୍ପାନୀର ଡାଟା ଚୋରି…

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସଙ୍କୁ ଜେଲ ଦଣ୍ଡାଦେଶ

ପ୍ୟାରିସ: ଦୁର୍ନୀତି ଅଭିଯୋଗରେ ସୋମବାର ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ ହେବା ସହ ୧ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ପ୍ରଥମେ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା, ପରେ ୨ବର୍ଷ ଏଥିରୁ କଟା ଯାଇଥିଲା । ଦୁର୍ନୀତି ତଦନ୍ତ ଚାଲିଥିବା…

୨୦୨୨ରେ ସାମ୍ନା ସାମ୍ନି ହେବେ ରଣବୀର-ହ୍ରିତିକ

ମୁମ୍ବାଇ: ୨୦୨୨ରେ ରଣବୀର କାପୁର ଓ ହ୍ରିତିକ ରୋଶନ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ୨୦୧୯ରେ କବୀର ସିଂ ପରି ସୁପରହିଟ ଫିଲ୍ମ ଦେଇଥିବା ସନ୍ଦୀପ ରେଡ୍ଡର ବାଂଗା ଏଥର ରଣବୀରଙ୍କ ସହ ଆନିମଲ ଫିଲ୍ମ କରୁଛନ୍ତି । ସେହିପରି ୱାର ଫିଲ୍ମ କରିଥିବା ସିଦ୍ଧାର୍ଥ ଆନନ୍ଦ ହ୍ରିତିକଙ୍କୁ ନେଇ ଆକ୍ସନ…

ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର: ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ ।  ୨୦୦୯ ମସିହାରେ…

ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ‌ ବିଧାୟକ ଦେଲେ ୧ କୋଟି ୨୧ ଲକ୍ଷ ଟଙ୍କା

ରାୟବରେଲି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାରିଆଡ଼ୁ ଭକ୍ତମାନେ ବହୁଳମାତ୍ରାରେ ଦାନ କରୁଛନ୍ତି । ବିଧାନ ପରିଷଦର ସଦସ୍ୟ ଦିନେଶ ସିଂ ଏବଂ କଂଗ୍ରେସର ବାଗି ବିଧାୟକ ରାକେଶ ସିଂ ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟକୁ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ସେ ଟ୍ରଷ୍ଟର…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ…

କୋଇଲା ଦୁର୍ନୀତି : ସିବିଆଇ ଯାଂଚ ରଦ୍ଦକରିବା ନେଇ ଆବେଦନର ଶୁଣାଣୀ ଘୁଂଚିଲା

କୋଲକାତା: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ ରଦ୍ଦ କରିବା ନେଇ କରାଯାଇଥିବା ଆବେଦନର ଶୁଣାଣୀକୁ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣୀ ମାର୍ଚ୍ଚ ୧୦ରେ ହେବ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଯାଂଚ ଯୁକ୍ତିଯୁକ୍ତ ନୁହେଁ ଦର୍ଶାଇ ଆବେଦନକାରୀ ତଥା…