Latest Odisha News

BREAKING NEWS

Yearly Archives

2021

ନାସା ମିଶନକୁ ସଫଳ କରାଇଲେ ଭାରତୀୟ ବଂଶୋଦ୍ଭବ ସ୍ୱାତୀ ମୋହନ

ନୂଆଦିଲ୍ଲୀ: ଆମେରିକାର ମହାକାଶ ଏଜେନ୍ସି ନାସା ଶୁକ୍ରବାର ଐତିହାସିକ ସଫଳତା ହାସଲ କରିଛି । ମଙ୍ଗଳ ଗ୍ରହକୁ ଗବେଷଣା ପାଇଁ ରୋଭର ପରସିଭରେନ୍ସ ସଫଳତାର ସହ ପଠାଯାଇପାରିଛି । ତେବେ ଏହାକୁ ସଫଳ କରାଇବାରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡକ୍ଟର ସ୍ୱାତୀ ମୋହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ପ୍ରେମିକାକୁ ଉପହାର ଦେବା ପାଇଁ ନବଜାତ ଶିଶୁ ଓଟ ଚୋରି କରି ଗିରଫ ହେଲେ ପ୍ରେମିକ

ନୂଆଦିଲ୍ଲୀ: ଜଣେ ଦୁବାଇ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡର ଜନ୍ମଦିନରେ ତାଙ୍କୁ ଉପହାର ଦେବା ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା କରିଛନ୍ତି। ନିଜ ପ୍ରେମିକାକୁ ଉପହାର ଦେବା ପାଇଁ ବ୍ୟକ୍ତି ଜଣଙ୍କ ଏକ ନବଜାତ ଓଟ ଚୋରି କରିଛନ୍ତି। ଏହାପରେ ଏହି ଅଭିଯୋଗରେ ସେ ଗିରଫ ମଧ୍ୟ ହୋଇଛନ୍ତି। ୟୁଏଇର ଏକ ରାଜ୍ୟ…

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସୁପରଭାଇଜର

ସୋନପୁର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେଭିନ୍ୟୁ ସୁପରଭାଇଜର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ଗିରଫ ହୋଇଛନ୍ତି । ତାଙ୍କ ନାଁ ନବେନ୍ଦ୍ର ମହାକୁଡ । ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ସେ ୧୦…

ବାବା ରାମଦେବ ଲଞ୍ଚ୍ କଲେ ପତଞ୍ଜଳିର କରୋନା ଔଷଧ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କରୋନା ଭାଇରସ୍ ପାଇଁ ଔଷଧ ଲଞ୍ଚ କରିଛନ୍ତି । ରାମଦେବଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ । ପତଞ୍ଜଳିର କରୋନିଲ୍…

ଛତ୍ରପତି ଶିବାଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା ଯୋଗାଇବ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ମରାଠା ଯୋଦ୍ଧା ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଜୀବନ ଦେଶ ପାଇଁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଯେ…

ହଟ୍ଟଗୋଳରୁ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହେବା କ୍ଷଣି ତମ୍ବିତଫାନ । ବିରୋଧଙ୍କ ହଟ୍ଟଗୋଳ, ନାରାବାଜି । ଧାନକିଣା ବେଳେ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହି ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ୍ ଆଣି ଆଲୋଚନା…

ସୁସ୍ଥ ହେବା ପାଇଁ ମ୍ୟୁଜିକ୍‌ ଥେରାପି ନେଉଛନ୍ତି ଅଭିନେତା ରାହୁଲ ରୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାହୁଲ ରୟ ଅତୀତରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏବେ ସେ ସେଥିରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ମସ୍ତିଷ୍କ ଆଘାତ ଲାଗିଥିବା ସମୟରେ ରାହୁଲ କାର୍ଗିଲରେ 'LAC-Live the Battle' ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ମସ୍ତିଷ୍କ ଆଘାତ ପାଇବା ମାତ୍ରେ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ…

ଆମେରିକୀୟ ସାମ୍ବାଦିକାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା କାହିଁକି କହିଲେ ଶିଖିବାକୁ ଓଡ଼ିଶା ଆସ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଓଡ଼ିଆ ଆଇପିଏସ୍ ଅରୁଣ ବୋଥ୍ରା । କେତେବେଳେ ଅସହାୟଙ୍କୁ ସାହାଯ୍ୟ ନେଇ ତ ଆଉ କେତେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୁଲାସାକୁ ନେଇ ଟାଇମ୍ ଲାଇନକୁ ଟାଣି ହୋଇ ଆସନ୍ତି ଏହି ଚର୍ଚ୍ଚିତ ଆଇପିଏସ୍…

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ, ଭାଙ୍ଗିଲା ପାଚେରୀ

କଟକ: ଓଡ଼ିଶା ହାତୀଙ୍କ ସମସ୍ୟା ସହ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଟକ ସହରରେ ହାତୀ ପଶିଛି । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ ।…