Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ୱର ଗାନ୍ଧିମାର୍ଗରୁ ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏଏନଏମ କର୍ମୀଙ୍କୁ ଉଠାଇନେଲା ପୋଲିସ । ଗାନ୍ଧିମାର୍ଗରେ ଧାରଣାସ୍ଥଳରୁ ସେମାନଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଛି । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ସାଧାରଣତନ୍ତ୍ର ଦିବସକୁ…

ଆଜି ପାଳିତ ହେଉଛି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର: ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ତନ୍ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ । ଏହି ପରିପ୍ରେକ୍ଷୀରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ତଥା ଆଜିର ଦିନରେ 'ଶାମ୍ବଦଶମୀ' ପର୍ବ ପାଳନ କରାଯାଉଛି। କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ…

ମହାକାଳପଡ଼ାରେ ମା’ ରାମଚଣ୍ଡୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

କେନ୍ଦ୍ରାପଡ଼ା: ମନ୍ଦିର ଫାଟକ ତାଡି ଲୁଟ୍ । ମାଆଙ୍କ ମନ୍ଦିରକୁ ବି ଛାଡ଼ିଲେନି ଡକାୟତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ ଥିବା ମା' ରାମଚଣ୍ଡୀଙ୍କ ମନ୍ଦିର ଫାଟକ ତାଡି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ…

ଅଳସୁଆ, କ୍ଷୁଧାର୍ତ୍ତ ଓ ଯୋଜନା

ଗଲା ସପ୍ତାହର କଥା, ସକାଳୁ ଚା’ ପିଇବାବେଳେ ପାଖରେ ଆସି ଠିଆ ହେଲେ ଘରେ କାମ କରୁଥିବା ସୁକାନ୍ତି ନାନୀ। କ’ଣ ଜଳଖିଆରେ ତିଆରି ହେବ ବୋଲି ପଚାରି ଠିଆ ହୋଇ ରହିଲେ, କିଛି ସମୟ ପର୍ଯ୍ୟନ୍ତ ପାଖରେ। ମୁଁ କହିଲି, ଜଲଦି ଜଳଖିଆ ତିଆରି କରିଦିଅ, ସାରଙ୍କର ଟାଇମ୍ ହେଲାଣି ବାଥରୁମରୁ ଶୀଘ୍ର…

ମନେ ପଡ଼ନ୍ତି ନେତାଜୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି…

କଣ ପାଇଁ ପାଳନ କରାଯାଏ ଶାମ୍ବଦଶମୀ, ଜାଣନ୍ତୁ ….

ପୌଷମାସ ଶୁକ୍ଲପକ୍ଷ ଦଶମୀ ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ବା ଶମ୍ବର ଦଶମୀ ଭାବେ ପାଳନ କରିଥାନ୍ତି । ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଏହି ଦିନ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ । ତେଣୁ ହିନ୍ଦୁ ନାରୀମାନେ ନିଜ ନିଜର…

ନେତାଜୀଙ୍କୁ ମନେ ପକାଉଛି ଦେଶ, ଜାଣନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଘର୍ଷର କାହାଣୀ…

ଭୁବନେଶ୍ୱର: ୧୮୯୭ ମସିହାରେ କଟକର ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ସମଗ୍ର ଦେଶ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରୁଛି । ବ୍ରିଟିଶ୍ ବିରୋଧରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସ୍ମରଣ କଲେ ସମସ୍ତଙ୍କ ମନରେ ଆସେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ।…

ବାଲୁକା କଳାରେ ସୁଭାଷ ଭୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 125ତମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନେତାଜୀଙ୍କୁ ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ…

ପଢୁଆ ବିଶ୍ୱଜିତଙ୍କ ଲଢୁଆ କାହାଣୀ

ଅନୁଗୁଳ: ତାଳଚେର କଙ୍କେଲି ଗାଁର ୧୮ ବର୍ଷୀୟ ବିଶ୍ଵଜିତ ପ୍ରଧାନ । ଗ୍ରାଜୁଏସନ ପ୍ରଥମ ବର୍ଷର ଛାତ୍ର । ପରିବାର କହିଲେ ମାଆ ରେବତୀ ଓ ଦଶମ ଶ୍ରେଣୀରେ ପଢୁଥିବା ସାନ ଭାଇ । ବିଶ୍ୱଜିତଙ୍କ ବାପା ଜଣେ ନାମକରା ଚାଷୀ ଥିଲେ । କିନ୍ତୁ ୨୦୧୬ରେ ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହେଲା । ହଠାତ୍…

କବିତା:ସୂତାଖିଏରେ ସମ୍ପର୍କ

ସୁଜାତା ମହାପାତ୍ର ଜଙ୍ଗଲୀ ଝରଣାରେ ବୁହାଇଦେଲି କିଛି ନିଷ୍ଠୁର ଖରା, ନିଜ ପାଇଁ ସାଇତିଥିବା କିଛି ସୁନିଶ୍ଚିତ ଛାଇ! ଖାଲି ହାତରେ ପାର କରିବାକୁ ହେବ ଏବେ ଏକ ସୁଦୀର୍ଘ ମରୁରାସ୍ତା ତଥାପି ଚାଲିଛି, ଚାଲିବି ଦର ଓଦା ଆଖି ଓ ଶୁଖିଲା ଓଠରେ । ନା ତୃଷ୍ଣା ନା ତୃପ୍ତି ସବୁକିଛି…