Latest Odisha News

BREAKING NEWS

Yearly Archives

2021

ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କେତେ ବାଘ ଅଛନ୍ତି ? ଆଜିଠୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି ।…

ବାଲେଶ୍ୱରବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଆଜି ଯୋଡ଼ି ହେବ ବାଲେଶ୍ୱର ଜିଲ୍ଲା । ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୋଲସ୍ ଲାଇନ୍ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର…

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ l ପରମାତ୍ମା ଶ୍ରୀଜଗନ୍ନାଥ କୌଣସି ସ୍ଥାନ, କୌଣସି ଜ୍ଞାନ, କୌଣସି ପ୍ରକୃତି, କୌଣସି ପ୍ରବୃତି ଅଥବା କାଳର ଗତି, ନୀତି ଓ ନିୟମରେ ଆବଦ୍ଧ ନୁହଁନ୍ତି l ସେ ସବୁ ସ୍ଥଳ, ସବୁ କାଳ, ସବୁ ଜୀବ,…

ସାଧୁ ଚୋର

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ନିକଟରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ହ୍ବାଟସପ ଗ୍ରୁପରେ ଜଣେ ନିଜ ସହ ଘଟିଥିବା ଏକ ଚମତ୍କାରୀ ଅନୁଭୂତିର ବର୍ଣ୍ଣନା କରି ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କଥାଟି ଏହିପରି ; ଗତ ଶନିବାର ଦିନ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ…

କବିତା : ମୃଦଙ୍ଗ

ଗଦାଧର ସାହୁ  ଭିତରେ ଅଦୃଶ୍ୟ ଲମ୍ବା ପୋଡା ମାଟି ହାଣ୍ଡି, ଉପରେ ମାଳ ମାଳ ଚମଡା ଛାଉଣୀ ବାମ ଡାହାଣରେ ଗୋଲାକାର କଳାଦାଗ କିରଣ ସରିଛି, ଏବେ ବାଜିବାକୁ ସେ ପ୍ରସ୍ତୁତ ଆସ କିଏ ବଜାଇବ । ତା ଦେହରୁ ନାଦବ୍ରହ୍ମ ,ଶବ୍ଦବ୍ରହ୍ମ ବାହାର କରିବା କଳା, କୌଶଳ ସିଖିଛତ ? କେତେ…

ଉନ୍ମୋଚିତ ହେଲା ‘ଭଗବତ ଗୀତା : ଦି ସଙ୍ଗ ଅଫ ଗଡ’

ଭୁବନେଶ୍ୱର : ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ , ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସ୍ୱାମୀ ମୁକୁ ମୁକୁନ୍ଦାନନ୍ଦଙ୍କ ରଚିତ "ଭଗବତ ଗୀତା : ଦି ସଙ୍ଗ ଅଫ ଗଡ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ "ଭଗବତ ଗୀତାର ଜୀବନ ଉପଯୋଗୀ ଶିକ୍ଷା " ବିଷୟ ଉପରେ ସ୍ୱାମୀଜୀଙ୍କର ଏକ ପ୍ରବଚନ…

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ କାରଣ ଦର୍ଶାଅ ନୋଟିସ

ଅମ୍ରିତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌରଙ୍କୁ କାରଣ ଦର୍ଶାଅ ନୋଟିସ । ଦଳ ବିରୋଧୀ କାର୍ଯ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । କ୍ରମାଗତ ଭାବେ…

ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ: ୨୦୨୨ରେ ଆସିବ ପ୍ରଳୟ !

ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ…