Latest Odisha News

BREAKING NEWS

Yearly Archives

2021

ମେଲାନିଆ ଟ୍ରମ୍ପ୍‌ ; ହିଂସା କଦାପି ଯଥାର୍ଥ ହୋଇପାରିବ ନାହିଁ;

ୱାଶିଂଟନ୍: ଆମେରିକା ସଂସଦ କମ୍ପ୍ଲେକ୍ସରେ ହିଂସା ହେବାର ପ୍ରାୟ ଦୁଇ ସପ୍ତାହ ପରେ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ତାଙ୍କ ବିଦାୟ ଅଭିଭାଷଣରେ କହିଛନ୍ତି ଯେ ହିଂସା କଦାପି ଯଥାର୍ଥ ହୋଇପାରିବ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ହୋଇଥିବା…

ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଦେଶରେ ଟିକାକରଣ ଚାଲିଛି । ଏହାରି ଭିତରେ ସାମନାକୁ ଆସିଛି ବଡ଼ ଖବର । ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୭ଲକ୍ଷ ୯ହଜାର କୋଭିଡ୍ ଟେଷ୍ଟ…

ଚିତ୍ରକୋଣ୍ଡାରୁ ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚୋରା ଚାଲଣ । ମାଲକାନଗିରି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପିକଅପ ଭ୍ୟାନରୁ ୩୦ ପ୍ୟାକେଟ୍ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ । ଜବତ ଗଞ୍ଜେଇର ଓଜନ ୯୦୦ କିଲୋ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା…

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା । ଆଜି  ଭୁବନେଶ୍ୱରରେ ପହଞ୍ଚିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ । ସ୍ପାଇସ୍ ଜେଟର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ । ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ…

ଶୋଇଥିଲା ବେଳେ ମାଡ଼ିଗଲା ଟ୍ରକ, ୧୩ ମୃତ

ସୁରଟ: ଗୁଜୁରାଟର ସୁରଟ ନିକଟ କିମ ଚାର୍ ରାସ୍ତାରେ ମଙ୍ଗଳବାର ଦିନ ଫୁଟପାଥରେ କିଛି ଲୋକ ଶୋଇଥିଲା ବେଳେ ଚଢିଯାଇଛି ଟ୍ରକ୍। ସୂଚନା ଅନୁଯାୟୀ, ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଏହି…

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପରମ୍ପରା ଅନୁସାରେ ଦିଆଯିବ ପଶୁ ବଳି

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଦେଓଗାଁ ବ୍ଲକ ଖଇରଗୁରାଠାରେ ଅନୁଷ୍ଠିତ ହେଉଛି ଆଦିବାସୀଙ୍କ ଏହି ଯାତ୍ରା । କୋଭିଡ୍ କଟକଣା ଭିତରେ ପୂଜା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ନିଶି ପୂଜା ସରିବା ପରେ ଶୋଭାଯାତ୍ରା ବାହାରିଛି । ପରମ୍ପରା ଅନୁସାରେ ପଶୁ ବଳି ଦିଆଯିବ ।…

ରାଜାରାଣୀ ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଆରମ୍ଭ ହେଲା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କ ସଙ୍ଗୀତରୁ

ଭୁବନେଶ୍ୱର :କର୍ଣ୍ଣାଟକୀ ଗାୟିକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ତିନି ଦିନ ପାଇଁ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ…

ରାଶିଚକ୍ର ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୧୯-୧-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ୧୯ ରିଖ ମଙ୍ଗଳବାର ମକର ୬ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ସକାଳ ୯ଟା ୫୭ ମିନିଟ୍ ପର୍ଯ୍ୟନ୍ତ ତାପରେ ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର କ୍ଷିତିଭୂଷଣ ଦାସ

ଭୁବନେଶ୍ୱର: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସ ଦାୟିତ୍ୱ ନେଇଛନ୍ତି । ତାଙ୍କୁ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଦାସ ଏହା ପୂର୍ବରୁ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଉପକୁଳପତି…

ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତେଜନା । ଗୋପବନ୍ଧୁ ହଷ୍ଟେଲରେ ବିଭିନ୍ନ ସମସ୍ୟା ପ୍ରତିବାଦରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦରେ ଛାତ୍ରମାନେ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହଷ୍ଟେଲରେ ଥିବା କିଛି ସମସ୍ୟାର…