କରୋନା ଟିକା ନେବା ପରେ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଗତକାଲି ଦେଶବ୍ୟାପୀ କରୋନା ଟିକାକରଣ କରାଯାଇଛି। ସୂଚନାନୁସାରେ, ଟିକାକରଣର ପ୍ରଥମ ଦିନରେ ପ୍ରାୟ ୧.୯୧ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଛି।
ତେବେ ଏହି ଟିକା ନେବା ପରେ ରାଜଧାନୀ ଦିଲ୍ଲୀରେ ୫୧ ଜଣଙ୍କ ଠାରେ ପାର୍ଶ୍ଵ…