Latest Odisha News

BREAKING NEWS

Yearly Archives

2021

୧୪ ବର୍ଷ ପରେ ପାକିସ୍ତାନରେ ପଂହଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ…

ତ୍ରିଭଙ୍ଗ, ଏକ ଫିଲ୍ମ ନୁହଁ … ଏହା ଏକ କାନ୍ଦ କାନ୍ଦ ସମ୍ପର୍କର ସ୍ୱର

ଅନ୍ତର୍ୟାମୀ ମିଶ୍ର ଲାଗୁଛି ଯେମିତି ବିତିଲା , ପିଛିଲା, ଫେରେଇ ଆଣିବାକୁ ଚାହୁଁଥିଲେବି ଫେରି ନ ଅଇଲା ସମୟକୁ କେନ୍ଦରାରେ ଜୀବନ ଦବ କହି କନ୍ଦେଇ ଦେଇଛି... ଯେଉଁ ଲୁହରେ ଜଳଜଳ ହେଇ ଦିଶିଯାଉଛି ତିନି ପିଢିର ଜନ ଜୀବନ ..।। ଏହାକୁ ଆପଣ ଫିଲ୍ମ ନକହି କହିପାରନ୍ତି କଅଁଳୁଥିବା ଋତୁର…

ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ସନ୍ଦେହ ବଢ଼ିଲା, ଆଉ ୩ ଖେଳାଳି କରୋନା ସଂକ୍ରମିତ

ମେଲବୋର୍ଣ୍ଣ: କରୋନା ମହାମାରୀ ଯୋଗୁ ପୁନର୍ବାର ଅଷ୍ଟ୍ରେଲିଆନ ଓପନ ଟେନିସ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଟୁର୍ଣ୍ଣାମେଂଟର ୨୨ ଦିନ ପୂର୍ବରୁ ଖେଳାଳି ଓ ଷ୍ଟାଫଙ୍କୁ ସମସ୍ତ କଟକଣା ସହ ୨ଟି ଚାର୍ଟଡ ପ୍ଲେନରେ ଅଣା ଯାଇଥିଲେ ମଧ୍ୟ ୩ଜଣ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଏହା ପରେ…

କିମ୍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର: ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶନିବାର କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ…

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୩ ତାରିଖରେ ରମେଶ ସାଙ୍ଗମାନଙ୍କ ସହ ଭୋଜି…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ଟିକାକରଣ

ଭୁବନେଶ୍ୱର: ଦେଶରେ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସାମିଲ ହୋଇଛି। ଏହି ଟିକାକରଣ ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ…

ଟେସଲା ସହ ସହଭାଗିତାକୁ ନେଇ ନୀରବତା ଭାଙ୍ଗିଲା ଟାଟା

ନୂଆଦିଲ୍ଲୀ: ଟେସଲା ଭାରତ ଆସିବା ନିଶ୍ଚିତ ହେବା ପରେ ବୖ‌େଦ୍ୟୁତିକ ଯାନଗୁଡ଼ିକର ଆଲୋଚନା ତୀବ୍ର ହୋଇଛି। ନିକଟରେ ଟାଟା ମୋଟର୍ସ ଟେସଲା ସହିତ ଏକ ସହଭାଗୀତା ଲାଭ କଲା। ଏହି ସମୟରେ, ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ମୋବିଲିଟି ତରଫରୁ ଟେସଲାକୁ ଭାରତରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇବା…

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ପ୍ରାଚୀ ଦେଶାଇ

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରାଚୀ ଦେଶାଇଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଶନିବାର ଦିନ ପ୍ରାଚୀ ଦେଶାଇ ଏକ ହ୍ୱିଲ ଚେୟାରରେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଏହି ଅବସ୍ଥାରେ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ, ଅଭିନେତ୍ରୀଙ୍କ…

ମାର୍ଚ୍ଚ ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପ୍ରାୟ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କେଉଁ ସବୁ ଟ୍ରେନ୍-  ୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର…