Latest Odisha News

BREAKING NEWS

Yearly Archives

2021

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସିଭିଟିଏସ୍ ସର୍ଜନଙ୍କ ଯୋଗଦାନ

ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାନ୍‌ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍…

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କୋଭିଡ କଟକଣା ମଧ୍ୟରେ ଶ୍ରୀ ପ୍ରଧାନ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ମନ୍ଦିର ଭିତରକୁ…

କରୋନା ଟିକାକରଣକୁ ନେଇ ବଡ଼ ଘୋଷଣା; ଜାନୁଆରୀ ୧୬ ରୁ ଆରମ୍ଭ ହେବ ଦେଶବ୍ୟାପୀ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ବିଷୟରେ ଦେଶରେ ଏକ ବଡ଼ ଘୋଷଣା କରାଯାଇଛି। ଜାନୁଆରୀ ୧୬ ରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରାରମ୍ଭରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା…

ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ୯୪ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଗୁଜରାଟର ପ୍ରୂ୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ  ୯୪ ବର୍ଷ ବୟସରେ ପରଲୋକ ଘଟିଛି । ମାଧବ ସିଂ ସୋଲାଙ୍କିଙ୍କ ଜନ୍ମ ୩୦ ଜୁଲାଇ ୧୯୨୭ରେ ହୋଇଥିଲା । ତାଙ୍କ ଜନ୍ମ ଏକ କୋଲି ପରିବାରରେ ହୋଇଥିଲା । ସୋଲାଙ୍କିଙ୍କୁ କଂଗ୍ରେସର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିଲା।…

ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବନି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଭିନ୍ନକ୍ଷମଙ୍କୁ ବଡ ଆଶ୍ୱସ୍ତି । ଦେବାକୁ ପଡିବନି କୌଣସି ଟୋଲ୍ ଫି । ଏପରିକି ଫାସ୍‌ଟ୍ୟାଗ୍ ବି ସେମାନଙ୍କ ପାଇଁ ଲାଗୁ ହେବନି । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଦେଶସାରା ଥିବା ଜାତୀୟ ରାଜପଥରେ ମାଗଣା ଯାଆସ ପାଇଁ ଭିନ୍ନକ୍ଷମଙ୍କୁ ନିଜ ନାଁରେ…

କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲ୍‌‌ଙ୍କ ଅପିଲ୍‌; ସମସ୍ତ ଦେଶବାସୀଙ୍କୁ ମାଗଣା ଟିକାକରଣ କରାଯାଉ

ନୂଆଦିଲ୍ଲୀ: ଜାନୁଆରୀ ଆରମ୍ଭରେ ଦେଶରେ ଦୁଇଟି କରୋନା ଟିକା ଅନୁମୋଦନ କରାଯାଇଛି। ଟୀକାକରଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେଣୁ ଟିକା ମୂଲ୍ୟକୁ ନେଇ ସମସ୍ତ ପ୍ରକାରର ଆକଳନ ଏବଂ ଚିନ୍ତା ମଧ୍ୟ ପ୍ରକାଶ କରାଯାଉଛି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ…

ସିରାଜଙ୍କୁ ମାଙ୍କଡ କହିଲେ ଅଷ୍ଟ୍ରେଲିଆ ଦର୍ଶକ

ସିଡନୀ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଶଂସକ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଛନ୍ତି । ଏପରି କି ସେ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିମନ୍ଦ କରିଥିଲେ । ଏପରି କି ଜଣେ…

ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଚୀନ୍‌ ସେନା ଗିରଫ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଶୁକ୍ରବାର ସକାଳେ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଜଣେ ଚୀନ୍ ସୈନିକଙ୍କୁ ଧରାଯାଇଥିଲା। ପିପୁଲ୍ସ ଲିବରେସନ୍ ଆର୍ମିର ସ‌ୈନିକମାନେ ଭାରତୀୟ ସୀମା ମଧ୍ୟରେ ଥିବା ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ…

ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ

ଆଠଗଡ: ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ । ଏଥିରେ ଜଣେ ହାବିଲଦାର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିମେଣ୍ଟ କମ୍ପାନୀରେ ବିଦ୍ୟୁତ ସଂଯୋଗ ଦିଆଯିବା ବେଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଯେଉଁ ସବୁ ଜମି ଉପର ଦେଇ ବିଦ୍ୟୁତ…