ଚିଲି ଗସ୍ତରେ ଯିବ ଭାରତୀୟ ଜୁନିଅର ମହିଳା ହକି ଦଳ, ଟିମରେ ୩ ଓଡ଼ିଆ ସାମିଲ
ଭୁବନେଶ୍ୱର: ଚିଲି ଗସ୍ତରେ ଭାରତୀୟ ଜୁନିଅର ମହିଳା ହକି ଦଳ ଯିବାକୁ ଥିବା ବେଳେ ସେଥିରେ ଓଡିଶାର ତିନିଜଣ ବାଳିକା ସ୍ଥାନ ପାଇଛନ୍ତି।
ଏହି ତିନି ଜଣ ହେଉଛନ୍ତି ମରିଆନା କୁଜୁର (ମିଡଫିଲ୍ଡର), ଅଜମିନା କୁଜୁର (ମିଡଫିଲ୍ଡର) ଏବଂ ଜିୱନ୍ କିଶୋରୀ ଟପ୍ପୋ (ଫରୱାର୍ଡ)।
ଏନେଇ ଶନିବାର ଦିନ…