ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ
ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି।
ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍…