Latest Odisha News

BREAKING NEWS

Yearly Archives

2021

ବାହା ହେବେ ‘କସୌଟି ଜିନ୍ଦେଗୀ କୀ’ ଆକ୍ଟର ସିଜେନ ଖାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ କଳାକାର ତଥା କସୌଟି ଜିନ୍ଦେଗୀ କୀ ଆକ୍ଟର ସିଜେନ ଖାନ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ଆମେ ବିବାହ କରିବାକୁ ଯୋଜନା କରିଥିଲୁ କିନ୍ତୁ ମହାମାରୀ ହେତୁ…

ହେଲେନ୍‌ର ହାହାକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ବିଶ୍ୱବ୍ୟାପୀ ମହାସଂକଟ । କରୋନା ମହାମାରୀ, ମହାମାନ୍ଦାବସ୍ଥା, ମହାଦୁର୍ଭିକ୍ଷ ମାଡିଆସୁଛି । ଭୋକ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନିା ଢୋକେ ପିଇ, ଦଣ୍ଡେଜିଇଁ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ…

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…

ଦେଶରେ ଅଚାନକ ହେଉଛି ପକ୍ଷୀମାନଙ୍କ ରହସ୍ୟମୟ ମୃତ୍ୟୁ; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରବାସୀ ପକ୍ଷୀମାନଙ୍କ ଅଚାନକ ଏବଂ ରହସ୍ୟମୟ ଭାବେ ମୃତ୍ୟୁ ହେଉଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ସମ୍ପ୍ରତି ଅନେକ ରାଜ୍ୟରେ ପକ୍ଷୀଙ୍କ ରହସ୍ୟମୟ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀମାନଙ୍କ ମୃତ୍ୟୁ ପଛରେ ବାର୍ଡ ଫ୍ଲୁ ହେବା ନେଇ ଆଶଙ୍କା କରାଯାଉଛି।…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ଯୁବକଙ୍କୁ କାବୁ କଲା ପୋଲିସ

ଖୋର୍ଦ୍ଧା: ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ଆତ୍ମାହୁତି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏତିକିବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ବୋଲଗଡ ଥାନା ବାଙ୍କୋଇ ଗାଁରର…

‘ଅଲିବାବା ଗ୍ରୁପ୍’ ମାଲିକ ଜ୍ୟାକ୍ ମା ନିଖୋଜ

ନୂଆଦିଲ୍ଲୀ: ଏସିଆର ଅନ୍ୟତମ ଧନୀ ବ୍ୟକ୍ତି, ଅଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ବର୍ତ୍ତମାନ ନିଖୋଜ ହୋଇଯାଇଥିବା ଖବର ସାମ୍‌ନାକୁ ଆସିଛି। ସେ କେଉଁଠାରେ ଅଛନ୍ତି ତାହା କାହାକୁ ଜଣା ନାହିଁ। ବର୍ତ୍ତମାନ ଏହି ବିଷୟ ଏବେ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଇଛି। ଖବର ଅନୁଯାୟୀ, ଗତ ଦୁଇମାସ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୦୭ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତ, ଆମେରିକା, ବ୍ରିଟେନ ସମେତ ଅନେକ ଦେଶରେ କରୋନା ଭୂତାଣୁକୁ ହ୍ରାସ କରିବା ପାଇଁ ଟିକା ଅନୁମୋଦନ କରାଯାଇଛି ଏବଂ କେତେକ ଦେଶରେ ଟୀକାକରଣ ଆରମ୍ଭ ମଧ୍ୟ ହୋଇଛି। କିନ୍ତୁ ତଥାପି କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦୁନିଆରେ ୫.୦୭ ଲକ୍ଷ ନୂତନ…

ଆମେ ଦୁନିଆର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଆଡକୁ ଗତି କରୁଛୁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ୍' ଏବଂ 'ଇଣ୍ଡିଆନ୍ ଡାଇରେକ୍ଟିଭ୍ ମ୍ୟାଟେରିଆଲ୍' ଦେଶକୁ ଉତ୍ସର୍ଗ କରିଛନ୍ତି ଏବଂ ଜାତୀୟ ପରିବେଶ ମାନକ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି। ପିଏମଏମ ମୋଦୀ ଭିଡିଓ କନଫରେନ୍ସିଂ…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…