Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ୨୦୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ ଆକ୍ରାନ୍ତ । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ କ୍ୱାରେଣ୍ଟାଇନରୁ ୧୦୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୮୩ଟି । ଷ୍ଟେଟ୍ ପୁଲକୁ ମିଶାଇ ୨୪ ଜିଲ୍ଲାରୁ…

‘ସ୍ୱପ୍ନର ଘର’ ତିଆରି କରୁଛନ୍ତି କରୀନା

ମୁମ୍ବାଇ: କରୀନା କପୁର ଖୁବ୍ ଶୀଘ୍ର ପୁଣି ଥରେ ମା ହେବାକୁ ଯାଉଛନ୍ତି। ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଯାହା ଲାଗୁଛି ପ୍ରସବ ପୂର୍ବରୁ, କରୀନା ତାଙ୍କ ବେବିର ଆଗମନ ପାଇଁ ଡ୍ରିମ୍‌ ହୋମ୍‌ ଡିଜାଇନ୍ କରିବାକୁ ଚାହୁଁଛନ୍ତି।…

୨୦୨୧ରେ ‘ବିଜି’ ରହିବେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ୨୦୨୦ ବଲିଉଡ ପାଇଁ ଏକ କଷ୍ଟସାଧ୍ୟ ସମୟ ଥିଲା। ନିର୍ଦ୍ଦେଶକ, ନିର୍ମାତା ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ହାତରେ ହାତ ବାନ୍ଧି ବସିରହିଥିଲେ। ବର୍ତ୍ତମାନ ୨୦୨୧ର ଆଗମନ ସହିତ, ଅଭିନେତାଙ୍କ ସମେତ ଦର୍ଶକ ବଲିଉଡରୁ ଅନେକ ଆଶା ରଖିଛନ୍ତି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଜଗା ଦୁଆର । ୯ ମାସ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୧୨ଟା ୧୫ରେ ପୁରୀ ସର୍କିଟ ହାଉସରେ ପହଞ୍ଚିବେ । ୧୨ଟା ୪୦ରେ ସିଂହଦ୍ୱାର ନିକଟରେ ପହଞ୍ଚିବେ…

ହୋଟେଲ୍ କରୋନା ହଟସ୍ପଟ୍ ! ଗୋଟିଏ ହୋଟେଲରୁ ୮୫ଜଣ ପଜିଟିଭ୍

ଚେନ୍ନାଇ: ହୋଟେଲ ପାଲଟିଛି କରୋନାର ହଟସ୍ପଟ୍ । ଜଣେ କି ଦୁଇ ଜଣ ନୁହେଁ ହୋଟେଲ କର୍ମଚାରୀଙ୍କୁ ମିଶାଇ ୮୫ ଜଣ କରୋନା ସଂକ୍ରମିଚତ ହେଲେଣି । ଗତ ଡିସେମ୍ବର ୧୫ତାରିଖରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । ଚେନ୍ନାଇରେ ଥିବା ଆଇଟିସି ଗ୍ରାଣ୍ଡ ଛୋଲାର କର୍ମଚାରୀଙ୍କ ସମେତ ୮୫ ଜଣ…

ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଖୁବ୍‌ ଶୀଘ୍ର ହୋଇପାରନ୍ତି ଡିସ୍‌ଚାର୍ଜ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଶନିବାର ଦିନ ଅପରାହ୍ନ ୩ଟା ସମୟରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ କରୋନାରୀ ଆନ୍‌ଜିଓଗ୍ରାଫି କରିବା ପରେ ହାଲୁକା ରାତ୍ରୀ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୯ ଲକ୍ଷ ଆକ୍ରାନ୍ତ, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍…

ଏଥର ମାଟ୍ରିକରେ ପ୍ରତି ବିଷୟରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କ ପାଇଁ ହେବ ମୂଲ୍ୟାୟନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପରୀକ୍ଷା । ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ହେବ । ଛାତ୍ରଛାତ୍ରୀ ୫୦ ମାର୍କର ଙଗଜ ଅବଜେକ୍ଟିଭ୍ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନର…

ଘରେ ଶୋଇଥିବା ବେଳେ ୱାର୍ଡ ମେମ୍ବରଙ୍କୁ ବିଭତ୍ସ ହତ୍ୟା

କାଲିମେଳା: ରାତିରେ ଶୋଇଥିବା ବେଳେ ୱାର୍ଡମେମ୍ବରଙ୍କୁ ବିଭତ୍ସ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଠୁ ଥାନା ଘାର୍ଷାପାଲ୍ଲୀ ଗାଁରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।ମୃତକ ୱାର୍ଡ ମେମ୍ବର ଜଣଙ୍କ ଘାର୍ଷାପଲ୍ଲୀ ଗ୍ରାମରେ ବାଡ଼ଛି ଚିନା ବୋଲି ଜଣାପଡିଛି । ସୂଚନାନୁସାରେ, ଗତକାଲି…

ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା

ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସଶ୍ରଦ୍ଧ ଓ ସିଦ୍ଧ ଉଚ୍ଚାରଣ ଡକ୍ଟର ପ୍ରଦୀପ କୁମାର ପଣ୍ଡା। ଆଙ୍ଗିକ ଓ ଆତ୍ମିକ ପରୀକ୍ଷା ସେ ଜାରି କରିଛନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇ ପାରନ୍ତା , ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ।…