ଶ୍ରୀମନ୍ଦିରରେ ମହାଦୀପ ସେବା
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ପ୍ରତି ଏକାଦଶୀ ଦିନ ସନ୍ଧ୍ୟା ଧୂପ ବସିବା ପରେ ଚୂନରା ସେବକମାନେ ସାଙ୍ଗରେ ମହାଦୀପ ଜାଳିବା ପାଇଁ ତାଡ଼, ଘିଅ ଓ ବଳିତା ଇତ୍ୟାଦି ନେଇ ଶ୍ରୀମନ୍ଦିର ଚୂଡ଼ାକୁ ଉଠିଥାଆନ୍ତି । ଅଁଳା ବେଢ଼ା ଉପରେ ଦଧିନଉତି ପାଶ୍ୱର୍ରେ ମହାଦୀପ…