Latest Odisha News

BREAKING NEWS

Yearly Archives

2021

କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ

ଗୋପ : କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ୍ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବାପି ଦାସ । ବାପି ଜଣେ ସାଙ୍ଗ ଘରକୁ ବୁଲି ଆସିଥିବା ବେଳେ ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ…

ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଭୁଲ ରହିଲା କେଉଁଠି ?

ପୁରୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଛି । ପାଖାପାଖି ୧୦ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ଖରାପ ପ୍ରଦର୍ଶନ କହିଲେ ଭୁଲ ହେବନି । ପ୍ରାରମ୍ଭିକ ମୁକାବିଲାରେ ଯେଉଁ ଭଳି ଭାବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେଲା ତାହା ଏ ପର୍ଯ୍ୟନ୍ତ ବି…

ପଞ୍ଜାବରେ ୧୧୭ଟି ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼ : ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ଲଢ଼ିବ ବିଜେପି । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା ଘୋଷଣା କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ଅଶ୍ବିନୀ ଶର୍ମା । ଆସନ୍ତା ୨୦୨୨ ମସିହାରେ…

[ଭିଡ଼ିଓ] ଜମି ବିବାଦ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼, ଜଳିଗଲା ୩୦ ଘର

ବ୍ରହ୍ମଗିରି: ଜଳୁଛି ସାତପଡ଼ା । ଜମି ଜବରଦଖଲ ନେଇ ତୁମୁଳ କାଣ୍ଡ ଘଟିଥିବା ବେଳେ ଲଗାତର ଭାବେ ବୋମାମାଡ ହୋଇଛି । ତେବେ ବହୁ ଦିନ ବ୍ୟବଧାନରେ ଏହି ଅଞ୍ଚଳରେ ବୋମାମାଡ ହୋଇଛି । ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି । ପୁରୀ…

ଜଗତସିଂହପୁର ବାଲିକୁଦାରେ ଅଘଟଣ, ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଗାଁର ଦୀପକ ପରିଡ଼ାଙ୍କ ୭ ବର୍ଷର ପୁଅ ସାଇ ପରିଡ଼ା ପୋଖରୀରେ ଖସିପଡ଼ିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ…

ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ଅଳଙ୍କାର ଲୁଟ କରି ମାଡ଼ ମାରିବା, ଗିରଫ ହେଲେ ପୋଲିସ କନଷ୍ଟେବଳ ଓ ପୂର୍ବତନ ସରପଞ୍ଚ

ଢେଙ୍କାନାଳ : ମହଙ୍ଗା ପଡ଼ିଲା କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା । ଘଟଣାରେ ଗିରଫ ହୋଇଛନ୍ତି ପୋଲିସ କନଷ୍ଟେବଳଙ୍କ ସମେତ ପୂର୍ବତନ ସରପଞ୍ଚ । ଢେଙ୍କାନାଳ ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଗିରଫ କନଷ୍ଟେବଳ ହେଲେ ପରଜଙ୍ଗ…

ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନାଙ୍କ ଚୟନକୁ ନେଇ ବିବାଦ, କୋର୍ଟର ଆଶ୍ରୟ ନେବେ କହିଲେ ଅରୁନ୍ଧତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନା ବୋର୍ଗୋହେନଙ୍କୁ ଇସ୍ତାନବୁଲରେ ହେବାକୁ ଥିବା ସିନିୟର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ତେବେ ଏହି ଚୟନ ନେଇ ଆପତି କରିଛନ୍ତି ଆଉ ଜଣେ ବକ୍ସର ଅରୁନ୍ଧତୀ ଚୌଧୁରୀ । ସେ କହିଛନ୍ତି କୋଟା ଭିତିରେ…

ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ, ନ୍ୟୁଜିଲାଣ୍ଡଠାରୁ ହାରିଲା ଆଫଗାନିସ୍ତାନ

ଆବୁଧାବି: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଆଜିର ଦିନ ନିରାଶ ଆଣିଛି । ଚଳିତ ଟି୨୦ ବିଶ୍ୱକପରେ ନ୍ୟୁଜିଲା-ଆଫଗାନିସ୍ତାନ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରୁଥିଲା । ମାତ୍ର ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୮ ଉଇକେଟରେ ଜିତି ଏହି ଆଶା ଧୂଳିସାତ କରିଛି । ପ୍ରଥମେ ବ୍ୟାଟିଂ କରି…

ଟି୨୦ ବିଶ୍ୱକପ: ପିଚ କ୍ୟୁରେଟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ଆବୁଧାବି: ସ୍ଥାନୀୟ ଶେଖ ଷ୍ଟାଡିୟମରେ ରବିବାର ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟର ମୋହନ ସିଂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । କ୍ୟୁରେଟର ମୋହନ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ କେତେକ ଗଣମାଧ୍ୟମ ଖବର ପ୍ରକାଶ…

ମାଲକାନଗିରି ତୁଳସୀ ପାହାଡରେ ଡାକ୍ତରୀ ଟିମ୍, ଲୋକଙ୍କୁ ଦିଆଗଲା କରୋନା ଟିକା

ମାଲକାନଗିରି : ମାଓ ଉପଦ୍ରୁତ ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ଶିବିର କରି ଦିଆଯାଇଛି ମାଗଣା ଔଷଧ । ଏହାସହ ଶହେ ଜଣଙ୍କୁ ଦିଆଯାଇଛି କରୋନା ଟିକା । ତୁଳସୀ ପାହାଡ଼ରେ ୨୦ ଜଣିଆ ଡାକ୍ତରୀ ଦଳ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଛନ୍ତି ।…