ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭
ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ। ପେଟରେ କଷ୍ଟ ଅନୁଭବ…