Latest Odisha News

BREAKING NEWS

Yearly Archives

2021

ପୁଅ ଆର୍ୟନ ସହ ୨ ମିନିଟ କଥା ହେଲେ ଶାହାରୁଖ

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ତାଙ୍କୁ ଆଜି ଯାଏ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଆଜି ପୁଅ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ । ଆର୍ୟନ ସହ ସେ ଦୁଇ ମିନିଟ କଥା ହୋଇଥିବା ସୂଚନା ମିଳିଛି…

ରେଡକ୍ରସ କର୍ମୀଙ୍କ ମହାନତା

ସୋନପୁର :ରେଡକ୍ରସ କର୍ମୀଙ୍କ ମହାନତା । ସୋନପୁର ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ଠାରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡ଼ ନିବାସୀ ସନ୍ତୋଷ କୁମାର ଆହତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହି ସମୟରେ ରେଡକ୍ରସ କାର୍ଯ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା ଅଧ୍ୟାପକ ରବିଚନ୍ଦ୍ର…

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ…

ସୁଲଗୋଡାରେ ହାତୀ ଆତଙ୍କ

କେନ୍ଦୁଝର:ସୁଲଗୋଡାରେ ହାତୀ ଆତଙ୍କ । ସୁଲଗୋଡାରେ ବ୍ୟାପକ ଫସଲ ନଷ୍ଟ କଲେ ୨୧ଟିକିଆ ହାତୀପଲ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟର ସୁକୁଗୋଡ଼ାରେ ୨୧ ଟିକିଆ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀପଲ ନିକଟ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ…

୪ ବର୍ଷ ଧରି ଡ୍ରଗ୍ସ କାରବାର ସହ ଜଡ଼ିତ ଥିଲେ ଆର୍ୟନ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହେବା ପରେ ଆର୍ୟନ ଖାନଙ୍କୁ ପଚରାଉଚରା ବେଳେ କାନ୍ଦି ପକାଇଥିଲେ ଆର୍ୟନ। ଏହାସହିତ ଗତ ୪ ବର୍ଷ ଧରି ସେ ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିବା ମଧ୍ୟ କହିଛି ଏନ୍‌ସିବି। ରବିବାର ଦିନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ…

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା…

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ; ଅଖିଲେଶଙ୍କୁ ଉଠାଇନେଲା ପୋଲିସ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ଘଟଣା ଯୋଗୁଁ ୟୁପିରେ ରାଜନୈତିକ ଆନ୍ଦୋଳନ ବୃଦ୍ଧି ପାଇଛି। ଲକ୍ଷ୍ମୀପୁର ଖେରୀ ଚାଷୀଙ୍କୁ ଭେଟିବାକୁ ଯାଇଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁର ପୋଲିସ ସକାଳ ୪ ଟାରେ ହରଗାଓଁରେ ଗିରଫ କରିଥିଲା। ଆଜି ଅଖିଲେଶ ଯାଦବ ମଧ୍ୟ ହିଂସାକାଣ୍ଡରେ ପ୍ରାଣ…

ଗାଁରେ ହାତୀ ଆତଙ୍କ, ଜଣେ ମୃତ

ମୋରଡା : ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ଗାଁ ଭିତରେ ହାତୀ ପଶିବା ସହିତ ଘରଦ୍ୱାର ଭାଙ୍ଗି ଚାଲିଛନ୍ତି । ସେହିଭଳି ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ । ଏପରିକି ମଣିଷ ହାବୁଡରେ ପଡିଲେ ନିସ୍ତାର ନାହିଁ । କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି ।…

କରୋନା ମୁକାବିଲା; ପଡ଼ିପାରେ ନୂଆ ଟିକାର ଆବଶ୍ୟକତା!

ନୂଆଦିଲ୍ଲୀ: ଫାଇନାନ୍ସ ଟାଇମ୍ସ ରିପୋର୍ଟ ଅନୁଯାୟୀ ବାୟୋଏନ୍‌ଟେକ୍ ଏସ୍‌ଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍‌ ଯେଉଁ କମ୍ପାନୀ ଫାଇଜର ସହିତ ପ୍ରଥମ କୋଭିଡ୍-୧୯ ଟିକା ବିକଶିତ କରିଛି, ଭବିଷ୍ୟତର କରୋନା ଭୂତାଣୁ ନୂଆ ପ୍ରଜାତିରୁ ରକ୍ଷା କରିବା ପାଇଁ ବୋଧହୁଏ ୨୦୨୨ ମଧ୍ୟଭାଗରେ ଏକ…

ଆଜି ଜାମିନ ପାଇଁ ଆବେଦନ କରିବେ ଆର୍ୟନ

ମୁମ୍ବାଇ: ଜାହାଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଏନ୍‌ସିବି ଗିରଫ କରିବା ପରେ  ଏକ ଆଶ୍ବସ୍ତିକର ଖବର ମିଳିଛି। ଏନସିବି ରବିବାର କହିଛି ଯେ କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଅଧିକ ଦିନ ହାଜତରେ ନରହିପାରନ୍ତି। ରବିବାର ଦିନ ମୁମ୍ବାଇର ଏକ କୋର୍ଟ…