Latest Odisha News

BREAKING NEWS

Yearly Archives

2021

ଅପ୍ରାପ୍ତିବୋଧ ହିଁ ଜଣେ ସ୍ରଷ୍ଟାର ଜୀବନରେ ଇନ୍ଧନ ପରି କାମକରେ : ଲିପସା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଲିପସା ପଟେଲ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…

ଅଭିନେତା ମନୋଜ ବାଜପେୟୀଙ୍କ ପିତାଙ୍କ ‌ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର୍‌କେ ବାଜପେୟୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ସପ୍ତାହ ପୂର୍ବରୁ ଆର୍‌କେ ବାଜପେୟୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା…

ଆଲିଆ ଭଟ୍ଟ ବନାମ ଆଲିଆ ଭଟ୍ଟ; ‘ଗଙ୍ଗୁବାଇ କାଠିଆୱାଡି’ ପଛକୁ ‘ଆରଆରଆର’

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ.ଏସ୍ ରାଜାମୌଲିଙ୍କ ଆରଆରଆର ଜାନୁଆରୀ ୭ ରିଲିଜ କରିବ। ଏଥିରେ ଆଲିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହାପୂର୍ବରୁ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ଗଙ୍ଗୁବାଇ କାଠିଆୱାଡିର ରିଲିଜ ଡେଟ୍‌ ପ୍ରକାଶ ପାଇଥିଲା। ଏହି ଚଳଚ୍ଚିତ୍ର ଜାନୁୟାରୀ ୬ରେ…

‘ପଠାନ୍‌’ ସୁଟିଂ ବାତିଲ କରିବେ ଶାହାରୁଖ୍‌!

ମୁମ୍ବାଇ: କରଡେଲିଆ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପଚରାଉଚରା କରୁଛି। ଏହାସହିତ ତାଙ୍କ ଫୋନ ମଧ୍ୟ ଜବତ କରିଛି। ଶନିବାର ରାତିରେ ଅଧିକାରୀମାନେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଚଢାଉ କରିବା ପରେ ଏନସିବି ରେଭ୍ ପାର୍ଟି…

କରୋନାରୁ ସୁସ୍ଥ ହେବା ପରେ ଆରଏଏସ୍ ରୋଗରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ବିଜନେସ୍ ଇନସାଇଡର୍ ରିପୋର୍ଟ ଅନୁଯାୟୀ କରୋନାରୁ ସୁସ୍ଥ ହେବା ପରେ ଜଣେ ବ୍ୟକ୍ତିଙ୍କଠାରେ ନୂଆ ଲକ୍ଷଣ ବିକଶିତ ହୋଇଛି। ଯାହାକୁ ରେଷ୍ଟଲେସ୍‌ ଅନାଲ୍‌ ସିଣ୍ଡ୍ରୋମ ବୋଲି କୁହାଯାଉଛି। ଜାପାନରେ ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି। ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କଠାରେ କରୋନାରୁ…

ଟିଭି ସିରିଜ୍ ଯୋଦ୍ଧା ଅକବରର ଅଭିନେତ୍ରୀ ମନୀଷାଙ୍କ ଦେହାନ୍ତ

ମୁମ୍ବାଇ: ଟେଲି ନଗରୀରେ ଦୁଃଖଦ ଖବର । ଆଉ ନାହାଁନ୍ତି ଚର୍ଚ୍ଚିତ ଅଭିନେତ୍ରୀ ମନୀଷା ଯାଦବ । ଟିଭି ସିରିଜ୍ ଯୋଦ୍ଧା ଅକବରରେ ତାଙ୍କ ନିପୁଣ ଅଭିନୟ ଦର୍ଶକଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅଭିନେତ୍ରୀ ମନୀଷା ସିରିଜ୍ ଯୋଦ୍ଧା ଅକବରରେ ସଲିମା ବେଗମ ଭାବେ ଦର୍ଶକଙ୍କ ସାମ୍ନାକୁ…

ପିପିଲି ଭୋଟ୍ ଗଣତି: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ପୁରୀ: ପିପିଲିରେ କିଏ ମାରିବ ବାଜି । ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କାଉଣ୍ଟିଂରେ ଆଗରେ ରହିଛି ବିଜେଡି । ତିନିଟି ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୫ହଜାର ୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ…

ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ଅମୀରଙ୍କୁ ଦାୟୀ କଲେ କଙ୍ଗନା

ନୂଆଦିଲ୍ଲୀ: ଟଲିଉଡର ତାରକା ଦମ୍ପତି ସମନ୍ଥା ଓ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଘୋଷଣା କରିବା ପରେ ଅଭିନେତ୍ରୀ କଙ୍ଗନା ରାନାୱତ ଏ ସଂକ୍ରାନ୍ତରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ସେ ଅମୀରଙ୍କୁ ଦାୟୀ…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୨୫ ପଇସା ଏବଂ ୩୦ ପଇସା ବୃଦ୍ଧି ପାଇବା ପରେ ସାରା ଦେଶରେ ନୂଆ ରେକର୍ଡ ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା…

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି…