Latest Odisha News

BREAKING NEWS

Yearly Archives

2021

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ  : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।…

ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଡେଲଟା ପ୍ରଜାତି ଅତ୍ୟଧି୍କ ସଂକ୍ରାମକ ଓ ମାରାତ୍ମକ। ବିଶେଷ କରି ଏହି ପ୍ରଜାତି ଅଣ-ଟିକାକୃତ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦ ଆଣିପାରେ ବୋଲି ନୂତନ ତଥ୍ୟ ପ୍ରକାଶ ପାଇଛି। ଡାକ୍ତରମାନେ ୧,୫୧୫ କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କୁ ନେଇ ପରୀକ୍ଷା କରିଥିଲେ।…

ହ୍ୱାଟସ୍‌ ଆପ ୟୁଜର୍ସଙ୍କୁ ବଡ ଝଟ୍‌କା; ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ହ୍ୱାଟସ୍‌ ଆପ ନୂଆ ଆଇଟି ଆକ୍ଟ ଅଧୀନରେ ଥିବା ନିୟମ ଅନୁଯାୟୀ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍‌ କରିଥିବାବେଳେ ଏହି ମାସ‌ରେ ମେସେଜିଂ ପ୍ଲାଟଫର୍ମ ୪୨୦ଟି ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ହ୍ୱାଟସ୍‌ ଆପ୍ ପକ୍ଷରୁ ସୂଚନା ପ୍ରଦାନ…

ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ପାର୍‌

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଶୁକ୍ରବାର ଦିନ ୭ ଲକ୍ଷ ଅତିକ୍ରମ କରିଛି। ଏଥି ସହିତ, ଅତ୍ୟଧିକ ସଂକ୍ରାମକ ଡେଲଟା ପ୍ରଜାତି ମାମଲା ହ୍ରାସ ପାଇବାରେ ଲାଗିଛି ଏବଂ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଆମେରିକାରେ…

ରାଜ୍ୟରେ ୪୭୮ ନୂଆ ଆକ୍ରାନ୍ତ; ୫୭ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୪୭୮ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୭ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୧ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୯୭।…

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ  ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା…

କବି ମାନସରେ ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବଡ଼ଦାଣ୍ଡର ଆକର୍ଷଣ ଭକ୍ତ ମନରେ ନିଆରା ଅନୁଭବ ଆଣିଥାଏ । ଏହାର ବିସ୍ତୃତ ରୂପ, ପ୍ରଶସ୍ଥ ଅବୟବ ଦୁଇ ପାଶ୍ୱର୍ର ସୌନ୍ଦର୍ଯ୍ୟ ସହିତ ସଦାପ୍ରବହମାନ ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ବିଶେଷକରି ଶ୍ରୀଗୁଣ୍ଡିଚା…

ମୋ ସ୍ୱପ୍ନର ଭାରତ ଓ ପୂର୍ଣ୍ଣ ସ୍ୱରାଜ

ମୂଳ ରଚନା : ମୋହନଦାସ କରମଚନ୍ଦ ଗାନ୍ଧୀ ସ୍ୱରାଜ- ଏକ ପବିତ୍ର ବୈଦିକ ଶବ୍ଦ । ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା । ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମ ସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ । ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ…

ଗଳ୍ପ : ଗାନ୍ଧୀବାଦୀ

ସୁନୀତା ପ୍ରଧାନ  ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ପରମ ଗାନ୍ଧୀ ଭକ୍ତ ହେଉଛନ୍ତି ବିପ୍ଳବ ବାବୁ। ସତ୍ୟ, ଅଂହିସା ର ପୃଷ୍ଠ ପୋଷକ ତଥା ଦୁର୍ନୀତି ଲାଞ୍ଚ ମିଛ ଖଚକୁ ଖୁବ୍ ଘୃଣା କରୁଥିବା ଏ ଯୁଗର ଏକ ବିରଳ ବ୍ୟକ୍ତିତ୍ଵ । ପେଶାରେ ଜଣେ ପ୍ରାଥମିକ ଶିକ୍ଷକ ବିପ୍ଳବ…

‘ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ’ ଶୀର୍ଷକରେ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଫକୀରମୋହନ ଫାଉଣ୍ଡେସନ, ନୂଆ ଦିଲ୍ଲୀ, ଓଡ଼ିଶା ଶାଖା ଓ କାନ୍ସ କଲଚରାଲ ସେଣ୍ଟର, ଟରୋଣ୍ଟୋ, କାନାଡ଼ାର ମିଳିତ ସହଯୋଗରେ "ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ" ଶୀର୍ଷକରେ ଦଶଦିବସୀୟ ଆନ୍ତର୍ଜାତୀୟ ଗବେଷଣାର ଉଦଯାପନୀ ପର୍ବ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।…