Latest Odisha News

BREAKING NEWS

Yearly Archives

2021

କବିତା : ଗାନ୍ଧୀ

ଗଦାଧର ସାହୁ  ତୁମେ ତୁମ ଇଚ୍ଛାରେ ଆଖି ଖୋଲ କି ବନ୍ଦ କର ... ସବୁବେଳେ ଦେଖ ଗୋଟେ ଠେଙ୍ଗା ଅଣ୍ଟା ଓହଳା ଘଣ୍ଟା ଖଣ୍ଡେ ଖଦଡ ଗୋଟେ ବିଶ୍ଵାକୃତି ଚଷମା । ଆଚରଣ, ଉଚ୍ଚାରଣରେ ସତ୍ୟ ବଚନ ଅହିଂସା ନୀତି ଶାନ୍ତି ସହବସ୍ଥାନ ସ୍ଵଚ୍ଛ ପରିବେଷ । ଏବେ ସେ ନାହାଁନ୍ତି ଆମେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୪ ଦିନ ଗଣିବନି....। ନିଜକୁ  ଜାହିର କରିବନି...। କେତେ ବର୍ଷ ବିତିବ ଏମିତି? ମନର ପ୍ରଶ୍ନ କାହାକୁ ନପଚାରି କେବଳ ଧନ୍ଦି ହେବ ନିଜେ ? ଇଏ ବି ଜୀବନ! ତିଥିର ସମୟ ଏଇଟା। ସନ୍ଧ୍ୟା ପାଞ୍ଚରୁ  ରାତି ଏଗାର। ହଜିହଜି…

ଶାକିରାଙ୍କୁ ଆକ୍ରମଣ କଲା ବରାହ !

କଲମ୍ବିଆ: ଖ୍ୟାତନାମା ପପ ଷ୍ଟାର ଶାକିରା ଇସାବେଲଙ୍କୁ ଜଙ୍ଗଲୀ ବରାହ ଆକ୍ରମଣ କରିଛି । ୪୪ ବର୍ଷୀୟା ଶାକିରା ନିଜର ୮ ବର୍ଷୀୟ ପୁଅ ସହ ନିକଟସ୍ଥ ପାର୍କକୁ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ୨ଟି ବାରାହ ତାଙ୍କୁ ଆକ୍ରମଣ କରିବା ସହ ବ୍ୟାଗ ନେଇ ଯାଇଥିଲେ । ସେଥିରେ ଶାକିରାଙ୍କ ଦାମୀ ମୋବାଇଲ…

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ରାୟଗଡା ଗସ୍ତ ପୂର୍ବରୁ ସ୍ୱାଭିମାନ ମଂଚର ସାମ୍ବାଦିକ ସମ୍ମିଳନୀ

ଗୁଣୁପୁର: ଚଳିତ ମାସ ରାୟଗଡା ଜିଲ୍ଲାର ଗୁଣୁପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୁଇଦିନିଆ ଗସ୍ତରେ ଅପରାଜିତା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି । ଚଳିତ ମାସ…

ଅଟକିଲା ଅକ୍ଷୟଙ୍କ ମେଗାବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନ !

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବିଗ ବଜେଟ ସାଇନ୍ସ ଫିଲ୍ମ ମିଶନ ଲାୟନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରି ଦିଆଯାଇଛି । ମିଶନ ମଙ୍ଗଳ ଫେମ୍ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଅକ୍ଷୟ କୁମାର ଏଥିରେ ଡବଲ ରୋଲ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ…

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

କୋରାପୁଟ : ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଦିବସର ଗୁରୁତ୍ୱକୁ ହୃଦୟବୋଧ କରି। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜୟପୁର ରକ୍ତ ଭଣ୍ଡାରର କର୍ମୀମାନେ। ଜୟପୁର ବ୍ଲଡ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ରାଲି…

ବ୍ରାଉନ ସୁଗାର କାରବାରରେ ୬ ଅଟକ, ସୁନା ସହ ୨୧ ଲକ୍ଷ ଟଙ୍କା ଜବତ

ପାରାଦୀପ: ବ୍ରାଉନ ସୁଗାର ନେଟୱର୍କ କୁ ଧରିବାରେ ସଫଳ ହୋଇଛି ଏରସମା ପୋଲିସ । ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୭ ଶହ ଗ୍ରାମ ର ବ୍ରାଉନ ସୁଗାର ,୨୧ ଲକ୍ଷ ଟଙ୍କା ଜବତ କରିବା ସହିତ ବହୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଗତ ଦୁଇଦିନ ତଳେ…

ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ , ତାଲିମ ପାଠ୍ୟକ୍ରମରେ ଓଡିଆ ରଖିବାକୁ ଅନୁରୋଧ କଲେ

ଭୁବନେଶ୍ୱର : ଝାଡଖଣ୍ଡରେ ଓଡିଆ ଭାଷାକୁ ଅଣଦେଖା ପ୍ରସଙ୍ଗରେ ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଶିକ୍ଷଣ ପାଠ୍ୟକ୍ରମରେ ଓଡିଆ ଭାଷା ଅନ୍ତର୍ଭୁକ୍ତ କରିବାକୁ ସେ ଝାଡଖଣ୍ଡ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।…

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା,…

ଭାରତ ବିରୋଧରେ ଷଡଯନ୍ତ୍ର: ଚୀନ ସେନାରେ ପାକିସ୍ତାନ ଅଧିକାରୀ !

ଲଦାଖ: ଚୀନ ଓ ପାକିସ୍ତାନ ମିଳିତ ଭାବେ ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର । ଏହାର ଆଉ ଏକ ପ୍ରମାଣ ଆଜି ହସ୍ତଗତ ହୋଇଛି । ଚୀନ ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ କମାଣ୍ଡୋଙ୍କ ମଧ୍ୟରେ ପାକିସ୍ତାନ ସେନା ଅଧିକାରୀଙ୍କୁ କଣ ପାଇଁ ସାମିଲ କରିଛି ତାହା ବର୍ତମାନ ଚିନ୍ତାର କାରଣ ହୋଇଛି । ନ୍ୟୁଜ୧୮ରେ…