Latest Odisha News

BREAKING NEWS

Yearly Archives

2021

ମମତାଙ୍କୁ ଇଟାଲୀ ଯିବାକୁ ଅନୁମତି ଦେଲେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତା ମାସରେ ଇଟାଲୀ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେବାକୁ ମନା କରିଦେଇଛନ୍ତି। 'ବିଶ୍ୱ ଶାନ୍ତି ସମ୍ମିଳନୀ'ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ…

ନକଲି ସୁନା ଇଟା କାରବାରରେ ୬ ଗିରଫ

ନବରଙ୍ଗପୁର : ନବରଙ୍ଗପୁରରେ ନକଲି ସୁନା ଇଟା କାରବାରରେ ୬ ଗିରଫ । ୪ କିଲୋ ୫୦୦ ଗ୍ରାମ ନକଲି ସୁନା ଇଟା ଜବତ କରିଛି ପୋଲିସ ।ଏଥିସହ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରିଛି । ନବରଙ୍ଗପୁର…

ସଙ୍କଟରେ ଗଜରାଜ

ଭୁବନେଶ୍ୱର : ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀ ପଲ । କହିବାକୁ ଗଲେ ଏବେ କିଛି ଦିନ ହେଲା ଯେମିତି ହାତୀଙ୍କୁ ପଡ଼ିଛି ଶନିଦଶା । ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ହୋଇ ଚାଲିଥିବା ବେଳେ କିଛି ହାତୀ ବିପଦ ମୁହଁରେ ପଡିି ଛଟପଟ ହେଉଛନ୍ତି । କେଉଁଠି ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଉଛି ତ…

ପୋଖରୀରେ ଖସି ପଡ଼ିଲା କାର , ଚାଳକ ମୃତ

ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ…

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ଉଦ୍ୟମ କରିବ ଆମେରିକା!

ୱାଶିଂଟନ୍: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ତଥା ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ପ୍ରବେଶ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍‌ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ଆମେରିକାର ସମର୍ଥନକୁ…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ସିଦ୍ଧାର୍ଥ

ନୂଆଦିଲ୍ଲୀ: ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ହିମାଳୟନ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଶେର୍‌ଶାହାର ସ୍କ୍ରିନିଂ ପାଇଁ ଲଦାଖ ଯାଇଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବର ପ୍ରଥମ ସଂସ୍କରଣ ହେଉଛି ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ, ଯାହା…

ମୁଣ୍ଡଳୀ ବୋଟ୍ ବୁଡିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମର ଶରୀର  । ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ ବୋଟ୍‌ ବୁଡି ଘଟଣାରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ…

ଉମରକୋଟରେ ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ଜୀବନ

ଉମରକୋଟ : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା କାର୍ଯ୍ୟରତ ଯବାନଙ୍କ ଜୀବନ। ଆଉ ଜଣେ ଯବାନ ଗୁରୁତର ହୋଇ ରାଇଘର ହସ୍ପିଟାଲରେ ଭର୍ତି ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର କୋଦାଭଟା ସ୍ଥିତ ପୋଲିସ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ ହରିଜନ ନାମକ ଜଣେ ପୋଲିସ ଯବାନ ଆଜି ସକାଳେ ଫୋନରେ…

ଐତିହ୍ୟର ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବଡ଼ ଦେଉଳରେ ପୂଜା ପାଉଥିବା ବଡ଼ ଠାକୁରଙ୍କ କ୍ଷେତ୍ରରେ କାହିଁ କେକାଳରୁ ନିଜର ପ୍ରଶସ୍ତ କାୟା ବିସ୍ତାର କରି ରହିଅଛି ବଡ଼ଦାଣ୍ଡ  । ସମୁଦ୍ରରୁ ଉଠି ଆସି ଭୂମିରେ ସଦ୍ୟମୃତ ବିରାଟ ସାମୁଦ୍ରିକ ଜୀବଟିଏ ଯେମିତି ଚିତ୍‌ହୋଇ…

ଜାତୀୟ ଜୁନିୟର ଖୋ ଖୋ: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପର ବାଳକ ଏବଂ ବାଳିକା ବିଭାଗ ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବାଳକ ବିଭାଗର ପ୍ରଥମ ସେମିରେ ମହାରାଷ୍ଟ୍ର-ଓଡିଶା ଏବଂ ଦ୍ୱିତୀୟରେ ଦିଲ୍ଲୀ-ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ ।…