Latest Odisha News

BREAKING NEWS

Yearly Archives

2021

ବିଶ୍ୱକୁ ମାଡି ଆସୁଛି ବିପଦ; ୟୁଏନର କଡା ଚେତାବନୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀ ପ୍ରି-ଇଣ୍ଡଷ୍ଟ୍ରିଆଲ୍‌ ସ୍ତରରୁ ୨.୭ ଡିଗ୍ରୀ ସେଲସିୟସ ଉତ୍ତାପ ଆଡକୁ ଗତି କରୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବିଶ୍ବର ତାପମାତ୍ରା ୧.୫…

ପାରାଦୀପ ଇଣ୍ଡିଆନ୍ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ଇଣ୍ଡିଆନ୍ ଅଏଲ୍ ଡିପୋରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ଆୟତ୍ତକରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ଆଜି ସକାଳୁ ପାରଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ଡିପୋରେ ଟ୍ରେନ୍ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି…

ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା ନବଜାତ ଶିଶୁର ନାମକରଣ; ନାଁ ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ପ୍ରିୟ କଳାକାର ବା ବିଶିଷ୍ଟ ବ୍ୟକ୍ତଙ୍କ ନାମ ଅନୁଯାୟ ପିତାମାତା ନିଜ ସନ୍ତାନଙ୍କ ନାମକରଣ କରିଥାନ୍ତି।  ରୁଷର ରାଷ୍ଟ୍ରପତି 'ଭ୍ଲାଦିମିର ପୁଟିନ'ଙ୍କ ନାମରେ ଏକ ଦମ୍ପତି ସେମାନଙ୍କର ନବଜାତ ଶିଶୁ ପୁତ୍ରର ନାମ ରଖିଥିବା ବେଳ ସେଠାକାର ସରକାର ଏହି ନାଁ ଯଥାଶୀଘ୍ର…

ବରଗଡ ଜିଲ୍ଲା ନୃସିଂହନାଥ ରେଂଜରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ବରଗଡ: ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ଆତଙ୍କିତ ହୋଇପଡିଛନ୍ତି ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜ ଅଂଚଳ ବାସିନ୍ଦା । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା ସୂଚନା ରହିଛି । ବର୍ଷା ଓ ମରୁଡି ଭଳି ଦୁଇଟି ପ୍ରାକୃତିକ…

୫୦ ପ୍ରତିଶତ ବଢିଛି ବାଲ୍ୟ ବିବାହ ମାମଲା: କର୍ଣ୍ଣାଟକରେ ସର୍ବାଧିକ

ନୂଆଦିଲ୍ଲୀ: ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ବାଲ୍ୟ ବିବାହ ମାମଲାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୦ ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁଯାୟୀ, ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ମୋଟ ୭୮୫ ମାମଲା ପଞ୍ଜିକୃତ ହୋଇଛି। ପଞ୍ଜୀକୃତ…

ପକ୍ଷାଘାତରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପୁରୀ: ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରେ ବଂଚି ରହିବାକୁ ଜଣେ ୬ ବର୍ଷୀୟ ଶିଶୁ ସଂଘର୍ଷ କରୁଛି । ପୁରୀ ଜିଲ୍ଲା ଗାରୋଡିତୋଟା ଗାଁର ଗାଲେଖ ବିଶ୍ୱାଳଙ୍କ ଶିଶୁପୁତ୍ର ଆଶିଷ ପକ୍ଷାଘାତରେ ପୀଡିତ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଆଶିଷକୁ ରୋଗମୁକ୍ତ କରାଇବାରେ ତାଙ୍କ ପରିବାର ସକ୍ଷମ…

ଭାରତ ଭ୍ରମଣରେ ଆସିପାରି‌ବେ ବିଦେଶୀ ପର୍ଯ୍ୟଟକ; ଖୁବ୍‌ ଶୀଘ୍ର ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଦେଢ ବର୍ଷ ଧରି ତାଣ୍ଡବ ରଚୁଥିବା ମହାମାରୀ କରୋନାରୁ ଟିକାକରଣ ପରେ ସାମାନ୍ୟ ଆଶ୍ବସ୍ତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିପାରେ ବୋଲି ଅଧିକାରୀମାନେ କହିଛନ୍ତି। ମାର୍ଚ୍ଚ ୨୦୨୦ ଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା…

ଆଗାମୀ ୩ ଘଣ୍ଟାରେ ଏସବୁ ସ୍ଥାନରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗ ଦେଇଛି ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଆସନ୍ତା ୩ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାର କିଛି ସ୍ଥାନରେ ପ୍ରବଳର ବର୍ଷା ହେବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ ଜିଲ୍ଲା ସମେତ କଟକ ଓ…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ୱଲପୁର: ଉପରମୁଣ୍ଡରେ ବର୍ଷା କମିଛି । ହୀରାକୁଦରୁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ଆଜି ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ହୀରାକୁଦରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି…

ଫରହାନ୍‌ଙ୍କ ଫିଲ୍ମରେ ଅନନ୍ୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବଂ ଜୋୟା ଅଖତର ଏବଂ ରେମା କାଗଟିଙ୍କ ଟାଇଗର ବେବି ଫିଲ୍ମସ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ରହିଛି 'ଖୋ ଗୟେ ହମ୍‌ କାହାଁ'। ଏହାର ଷ୍ଟାର୍‌ କାଷ୍ଟ ହେଉଛନ୍ତି ହ୍ବାଇଟ ଟାଇଗର ଅଭିନେତା…