Latest Odisha News

BREAKING NEWS

Yearly Archives

2021

କୋଭିଡ୍‌-୧୯ ସମ୍ବନ୍ଧୀୟ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ହେଉଛି ଭାରତ !

ନୂଆଦିଲ୍ଲୀ: ମହାମାରୀର ଦେଢ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତ କୋଭିଡ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ଭାବରେ ଉଭା ହୋଇଛି। କୋଭିଡ୍-୧୯ ଟିକା ମାନବ ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି କରେ ନାହିଁ। ନାକରେ ଲେମ୍ବୁ ରସ ପକାଇଲେ କରୋନା ଭୁତାଣୁ ମରେ ନାହିଁ। କିମ୍ବା ପକେଟରେ ଲବଙ୍ଗ କିମ୍ବା…

ହଜାର ହଜାର କୋଭିଡ୍‌ ପରି ସଂକ୍ରମଣ ଆଉ ଏକ ମହାମାରୀ ଆଣିପାରେ!

ବ୍ଲୁମବର୍ଗ: ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରେ ପ୍ରତିବର୍ଷ କୋଭିଡ୍-୧୯ ସୃଷ୍ଟି କରୁଥିବା ପ୍ରାଣୀଙ୍କ ଦ୍ବାରା ବାର୍ଷିକ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇପାରନ୍ତି। ବାର୍ଷିକ ହାରାହାରି ୪୦୦,୦୦୦ ଏହିପରି ସଂକ୍ରମଣ ହୁଏ, ଅଧିକାଂଶ ଏ ସଂକ୍ରାନ୍ତରେ ଜାଣିପାରନ୍ତି ନାହିଁ କାରଣ ଏଥିରେ ସାମାନ୍ୟ…

ହୀରାକୁଦର ୬ଟି ଗେଟ୍ ଖୋଲା, ମହାନଦୀରେ କେଉଁଠି କେତେ ଜଳସ୍ତର ? ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି ବର୍ଷା। କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ତଥାପି ବଢ଼ିଛି। ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଗେଟ ଖୋଲି ଥିବାରୁ ମହାନଦୀ ଜଳସ୍ତର ବଢୁଛି। ଫଳରେ ନଦୀ ଅବବାହିକା ଅଞ୍ଚଳକୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା…

ବିପଦ ସଂକେତ ଉପରେ ବଢୁଛି ବ୍ରାହ୍ମଣୀ ଓ ଜଳକା

ଭୁବନେଶ୍ବର: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବଢ଼ିଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ଓ ବ୍ରାହ୍ମଣୀ ଫୁଲିଛି। ଯାଜପୁର ଜିଲ୍ଲା ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏବେ ସେଠାରେ ୨୨ ଦଶମିକ ୬୩ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଫୁଲିଛି ଜଳକା ନଦୀ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୭ ଅମୃତା ଅଫିସ୍ ପାଇଁ ସଜାଡିନେଲା ନିଜକୁ। ହଜାରେ କାମହବ ପହଞ୍ଚିଲାପରେ। ସେତକ ସାରିଲେ ଛଉ ପାଇଁ  ସଜବାଜ। ଟିକିଏ ବିଶ୍ରାମ ପରେ ଆରମ୍ଭ ହୁଏ ଆଣ୍ଟିଙ୍କ ପାଇଁ କାମ। ସବୁଦିନ ଏକାକଥା।  ଖାଲି ନାଚ ଅଭ୍ୟାସ ଯୋଉଦିନ ନଥାଏ…

କବିତା : ଏଇ ତ ଜୀବନ

ମନସ୍ଵିନୀ ମିଶ୍ର ଜନମ ମରଣ , ସେନେହ ବନ୍ଧନ ମନ ହୃଦର ମିଳନ କେବେ ଶହେ କେବେ ଶୂନ ହୋଇ ଏଇତ ଆମ ଜୀବନ ସୁଖ ସାଥେ ଦୁଃଖର ମିଳନ ଅଧେ ଖରା ଅଧେ ଛାଇର କିରଣ କେବେ ହସର ବାରିଧି କେବେ ପୁଣି ଲୁହର ଶ୍ରାବଣ ଏଇତ ଜୀବନ ! କେବେ ମାନ ସନମାନ କେବେ ପୁଣି ହୀନିମାନ କେବେ…

ବ୍ୟଙ୍ଗ : ସେ କାଳ ପଖାଳ

କାସିଆ ଅଜା ଓ ବିଶିଆ ଜେଜେ ଦୁଇଜଣଯାକ ନଈକୂଳ ହନୁମାନ ଚଉତରା ଉପରେ ବସି ଗପ କରୁଥାନ୍ତି । ଚାରି ପାଞ୍ଚଟା ଭକୁଆ ପାଟିକୁ ହାଁ କରି ତାଙ୍କ ମୁହଁକୁ ଚାହିଁଥାନ୍ତି । କାଶିଆ ଅଜା ଗୋଟାଏ ଭକୁଆକୁ ଅନେଇ କହିଲେ ,"ଜାଣିଲୁ ତୁମ ବେଳେ ଏ କି ଲେମ୍ବୁ ! ଦୁଇ ଟଙ୍କାରେ ଗୋଟାଏ ଯେ ଏକୁଉସିଆ ଛୁଆର ଆଖି…

ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଭୁବନେଶ୍ୱର ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ , ରମେଶ ଚନ୍ଦ୍ର ପାତାଳସିଂ , ଭଞ୍ଜକଳା ମଣ୍ଡପରେ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ ଅତିବଡୀ ଜଗନ୍ନାଥ ଦାସ ‘ଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାତଃ ସମୟରେ ସଂସ୍କୃତି ଭବନ ପରିସରରେ…

ପାର୍ବଣର ଖୁସି ଛଡାଇବା ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ, ମାଡି ବସିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତର ପାର୍ବଣ ସିଜନରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ଜଣ ପାକିସ୍ତାନରେ ଟ୍ରେନିଂ ନେଇ…