Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି । ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର ।…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ

କଟକ : ୧୨ ଘଣ୍ଟିଆ କଟକ ବନ୍ଦ ଡାକରା । ଲଘୁଚାପ ଜନିତ ବର୍ଷା ସତ୍ୱେ କଟକ ଶାରଦୀୟ ପୂଜାରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ବଢ଼ାଇବା ଏବଂ ମୂର୍ତ୍ତି ଉପରୁ ପରଦା ହଟାଇ ଭକ୍ତଙ୍କୁ ଦର୍ଶନ କରିବା ଦାବିରେ କଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ଆଇଏସଏଲର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ: ବାଙ୍ଗାଲୋର ବିପକ୍ଷରେ ଓଡିଶା ଏଫସି ଆରମ୍ଭ କରିବ ଅଭିଯାନ

ଗୋଆ: ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ସୋମବାର ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ କରିଛି । ୧୯ ନଭେମ୍ବରରେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ଗୋଆର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଏହି…

ବୁଲିଲେ ଜଳମଗ୍ନ ଅଞ୍ଚଳ, ଲୋକଙ୍କ ସମସ୍ୟା ଶୁଣିଲେ ଅପରାଜିତା

ଭୁବନେଶ୍ୱର : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସ୍ଥିିତି ମଧ୍ୟ ବେହାଲ ହୋଇପଡ଼ିଛି । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଚିନ୍ତା ପ୍ରକଟ କରିବା ସହ ଓଲଡଟାଉନ୍ ର ବିଭିନ୍ନ ଅଞ୍ଚଳ ବୁଲିଦେଖିଛନ୍ତି। ଅନେକ ଲୋକଙ୍କ ଘରକୁ ଯାଇ ସମସ୍ତଙ୍କ ଅସୁବିଧା ପଚାରି ବୁଝିଛନ୍ତି । ପାଣି…

ବର୍ଷାରେ ବେହାଲ ଭଦ୍ରକ,ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବର୍ଷାରେ ବେହାଲ ଭଦ୍ରକ ସହର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହୋଇଛନ୍ତି. । ବର୍ଷା ପବନ ଲାଗି ରହିଥିବାରୁ ୯ନଂ ୱାର୍ଡରେ ବିରାଟ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହ…

ଜଳମଗ୍ନ ସିଲଭର ସିଟିି

କଟକ: ରାସ୍ତାରେ ଲହଡି ମାଡୁଛି ପାଣି । କେଉଁଠି ଅଣ୍ଟାଏ ପାଣି ତ ଆଉ କେଉଁଠି ଗାଡି ମଧ୍ୟ ବୁଡିଗଲାଣି । ଗତକାଲିଠାରୁ ଆଜି ଦିନ ତମାମ ବର୍ଷା ଲାଗି ରହିଥିବାରୁ ସହରର ଚାରିଆଡେ ଜଳମଗ୍ନ ହୋଇଛି । ବର୍ଷା ଯୋଗୁଁ ସହରରେ ଜୀବନଯାପନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସହରରେ ୪୮୦ ମିଲିମିଟର…

ଭୁଷୁଡିଲା ଶହେ ବର୍ଷର କୋଠା

ବ୍ରହ୍ମପୁର : ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା କୋଠା । ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ନଷ୍ଠ ହୋଇଯାଇଛି । ଅନେକ ସାମଗ୍ରୀ ମଧ୍ୟ ନଷ୍ଠ ହୋଇଯାଇଛି । ଏହି କୋଠାଟି ଶହେ…

ତାଲିବାନ ବିରୋଧରେ ଆଫଗାନୀ ମହିଳାଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ବିପଦପୂର୍ନ ଦେଶ ଭାବେ ପରିଗଣିତ ହେଉଛି । ମହିଳା ଓ ଯୁବତୀଙ୍କୁ ତାଲିବାନୀ ଶାସନର କଠୋର ନିୟମ କାନୁନର ସାମ୍ନା କରିବାକୁ ପଡୁଛି । ନୂତନ ଶାସନ ଅଧିନରେ ସର୍ବସାଧାରଣରେ ମହିଳାଙ୍କୁ ହିଜାବ, ଅବାୟା ଓ ନକାବ ପିନ୍ଧିବାକୁ…

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି କେନ୍ଦ୍ରାପଡା ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ । ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ ଗୁଡିକରେ ବର୍ଷାପାଣି ଜମି ରହିଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେତେକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ବେଳେ ଅନ୍ୟ…