Latest Odisha News

BREAKING NEWS

Yearly Archives

2021

ତୀବ୍ର ସମାଲୋଚନାର ଶିକାର ହେଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ନିଜ ଅଭିନୟ ତଥା ଅନନ୍ୟ ବ୍ୟକ୍ତିତ୍ୱ ପାଇଁ କୋଟିକୋଟି ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଫିଲ୍ମକୁ ବାଦ୍ ଦେଲେ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ । ହେଲେ ନିକଟରେ ଅମିତାଭ ବଚ୍ଚନ ଏମିତି ଏକ ବିଜ୍ଞାପନ କରିଛନ୍ତି, ଯାହାକୁ ନେଇ…

ଅଭିନୟ ଦୁନିଆରେ ନୂଆ ଇନିଂସ ଆରମ୍ଭ କରିବେ ଶିଳ୍ପା ସେଟ୍ଟି କୁନ୍ଦ୍ରା

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଓ ଡାନ୍ସିଂ ସୋ’ରୁ ତଡା ଖାଇବା ପରେ ଶିଳ୍ପା ଚର୍ଚ୍ଚାକୁ ଆସିଥିଲେ । ହେଲେ ଏବେ ପୁଣିଥରେ ଡାନ୍ସିଂ ରିଆଲିଟି ସୋ’ରେ କମ୍‌ବ୍ୟାକ୍ ଓ ଗଣେଶ ଚତୁର୍ଥୀ ସେଲିବ୍ରେସନ୍‌କୁ ନେଇ ସେ ମିଡିଆର ଲାଇମ୍ ଲାଇଟରେ ରହିଛନ୍ତି । ଆଗାମୀ ଦିନରେ ସେ ଓଟିଟି…

ବର୍ଷାରେ ବେହାଲ ସ୍ଥିତି, ଗୋଦାବରୀରେ ବଢୁଛି ଜଳ ସ୍ତର

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ବର୍ଷା ଯୋଗୁ ଚାରିଆଡେ ପାଣି ଜମି ରହିଛି । ଘର ଦ୍ୱାରରେ ମଧ୍ୟ ପାଣି ପଶିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାସିକରେ ପ୍ରବଳ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲୋକେ। ଘର ଦ୍ୱାରରେ ପାଣି ପଶି ଯାଇଥିବା ବେଳେ ପାଣି ଘେରରେ ବହୁ ଲୋକ…

ନିର୍ଧୁମ୍ ଛେଚା ଖାଇଲା ଚୋର

ଅନୁଗୁଳ :ଘରେ ପଶି ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର । ନିର୍ଧୁମ୍ ମାଡ ଖାଇବା ପରେ ପୋଲିସ ଚୋରକୁ ବାନ୍ଧି ନେଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟଦୁଇଜଣ ଫେରାର ଅଛନ୍ତି। ଏପରି ଘଟଣା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡା ଗାଁର ଆମ୍ବିୁରି ସାହିରେ ଘଟିଛି । ଟଙ୍କା ସହ ସୁନାଗହଣା ଲୁଟିବା…

ଲାଗିଲା ମାଓବାଦୀଙ୍କ ବ୍ୟାନର, ରାୟଗଡାରେ ସକ୍ରିୟ ହେଲା କି ଲାଲବାହିନୀ ?

ରାୟଗଡା: ପୁଣି ଉଡିଲା ଲାଲବାହିନୀର ଲାଲ ପତାକା । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଲାଗିଲା ମାଓବାଦୀଙ୍କ ବ୍ୟାନର । ଏହି ବ୍ୟାନରରେ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଓ ଦାବି ରହିଛି । ରାସ୍ତାରେ ଲାଗିଥିବା ବ୍ୟାନରରେ ବିଷମକଟକ ଡଙ୍ଗରରେ ଥିବା…

ପାରାଦୀପର ସ୍ଥିତି ବେହାଲ , ବୁଡିଲା ତଳିଆ ଅଞ୍ଚଳ

ପାରାଦୀପ : ଲଗାଣ ବର୍ଷାରେ ପାରାଦୀପ ସ୍ଥିତି ବେହାଲ ହୋଇପଡ଼ିଛି । ତଳିଆ ଅଞ୍ଚଳ ଗୁଡିକରେ ଘର ଭିତର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । ଗତକାଲି ରାତିରୁ ବର୍ଷା ସାଙ୍ଗରେ ପବନ ବଢ଼ୁଥିବାରୁ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା…

ଆଜିଠୁ ଜଗା ଦର୍ଶନ, ଆନନ୍ଦ ବଜାରରେ ମହାପ୍ରସାଦ ସେବନ

ପୁରୀ : ଆଜିଠୁ ପୁଣି କାଳିଆ ଦର୍ଶନ । ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ନେଇ ପାରିବେ ପୂଜା ସାମଗ୍ରୀ, ଆନନ୍ଦ ବଜାରରେ ବସି ଭକ୍ତ କରିପାରିବେ ଅବଢ଼ା ସେବନ ।  ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ପୁଣି ଜଗା ଦର୍ଶନ । ଗଣେଶ ପୂଜାଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଶ୍ରୀନଗର ରାସ୍ତାକଡରୁ ମିଳିଲା ୬ ଚାଇନିଜ ଗ୍ରେନେଡେ

ବେମିନା: ଶ୍ରୀନଗରର ବେମିନା ଅଂଚଳରେ ଆତଙ୍କବାଦୀମାନେ ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରି ଦେଇଛନ୍ତି । ସିଆରପିଏଫ ଟିମ୍ ଏକ ପବ୍ଲିକ ସ୍କୁଲ ନିକଟରୁ ରାସ୍ତା କଡରୁ ୬ଟି ଚାଇନିଜ ଗ୍ରେନେଡ ଜବତ କରିଛନ୍ତି । ରୋଡ ଡିଭାଇଡର ନିକଟରେ ଏହାକୁ ରଖା ଯାଇଥିଲା…

ଝିଅ ହେବା ଖୁସିରେ ଦୋକାନୀ ମାଗଣା ବାଂଟିଲେ ୫୦୦୦୦ ଗୁପଚୁପ

କୋଲାର: ପୁଅ-ଝିଅ ମଧ୍ୟରେ ତାରତମ୍ୟ ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଜଣେ ଗୁପଚୁପ ଦୋକାନୀ । ଭୋପାଳର କୋଲାର ଅଂଚଳରେ ଗୁପଚୁପ ବିକ୍ରୀ କରନ୍ତି ଅଂଚଲ ଗୁପ୍ତା । ତାଙ୍କ ଘରେ ଝିଅ ଜନ୍ମ ହେବାରୁ ସେ ଖୁସିରେ ୫୦୦୦୦ ଗୁପଚୁପ ମାଗଣା ଖାଇବାକୁ ଦେଇଥିଲେ । ଯାହାକି ଉପରୋକ୍ତ…

ବଜ୍ରାଘାତରେ ୧୭ ଗାଈ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଗାଇ ଚରାଳି

ମାଲକାନଗିରି: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଖାସ କରି ପୁରୀରେ ଲଗାତାର ବର୍ଷା ରେକର୍ଡ ଭାଙ୍ଗିଥିଲାବେଳେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ । ବଜ୍ରାଘାତରେ ଆତଙ୍କିତ…