Latest Odisha News

BREAKING NEWS

Yearly Archives

2021

କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି

କଟକ:  ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ…

[ଭିଡିଓ] ସୋସିଆଲ୍ ମିଡିଆରେ ଧମାଲ୍ ମଚାଇଛନ୍ତି ସମୋସାବାଲା

ଭୁବନେଶ୍ୱର: ମାର୍କେଟିଂ ଭଳି କ୍ଷେତ୍ରରେ ସଫଳତା ହାସଲ କରିବା ଏତେଟା ସହଜ ନୁହେଁ । ପ୍ରଫେସ୍ନାଲଙ୍କୁ ବାଦ୍ ଦେଲେ କୌଣସି ସାମଗ୍ରୀ ବିକିବାକୁ ହେଲେ ରାସ୍ତା ବିକାଳୀଙ୍କୁ ଏଥିପାଇଁ ବିଭିନ୍ନ ତରିକା ଆପଣେଇବାକୁ ପଡିଥାଏ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ବ୍ୟକ୍ତିଙ୍କ ଉପରେ…

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର…

ସାମୟିକ ପରିବର୍ତ୍ତିତ ମାର୍ଗରେ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଉତ୍ତର ରେଳପଥର ଲକ୍ଷ୍ନୌ-ରାଏବରେଲୀ-ପ୍ରତାପଗଡ଼-ବାରାଣସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆଦିଲ୍ଲୀ ଆନନ୍ଦବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରି…

[ଭିଡିଓ] ଶ୍ରୀକ୍ଷେତ୍ରରେ ଗୋବିନ୍ଦା

ପୁରୀ:ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତିା ରତ୍ନସିଂହାସନସ୍ଥିତ ଚତୁର୍ଦ୍ଦାବିଗ୍ରହ,ମା ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର,ପାର୍ଶ୍ୱ ର୍ଦେବାଦେବୀଙ୍କୁ ସେ ଦର୍ଶନ କରିବା ସହ ପୂଜାର୍ଚ୍ଚନା…

ଦୁନିଆର ସବୁଠୁ ଦାମିକା ହ୍ୱିସ୍‌କି; ଗୋଟିଏ ବୋତଲକୁ ୩୦,୦୦୦ ଡଲାର

ନୂଆଦିଲ୍ଲୀ: ସିଙ୍ଗଲ୍ ମାଲ୍ଟ୍ ହ୍ବିସ୍‌କି ଦୁନିଆର ସବୁଠାରୁ ଦାମୀ ହ୍ବିସ୍‌କି ମଧ୍ୟରେ ଗଣାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ ଏବଂ ସମୟ ଲାଗିଥାଏ। ଯେଉଁଥିପାଇଁ ଏହାକୁ ସମଗ୍ର ବିଶ୍ବରେ ଲୋକ ବହୁତ ପସନ୍ଦ କରିଥାନ୍ତି। ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରକାରର ଉପଲବ୍ଧ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ…

ତାଲିବାନ୍‌ଠୁ ସାହାଯ୍ୟ ମାଗୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ

ଭୁବନେଶ୍ୱର: ଆଗାମୀ ଦିନରେ କାଶ୍ମୀରରେ କିଛି ବଡ ଧରଣର ଅଘଟଣ ପାଇଁ ଯୋଜନା ରଚିଛନ୍ତି ଏକାଧିକ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ । ଏପରିକି ଗତରାତିରେ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ରହିଛି । ଅଗଷ୍ଟ୧୫’ରେ ଆଫଗାନିସ୍ତାନ କବ୍‌ଜା କରିଥିଲା…

ସୁପରଟେକର ୪୦ ମହଲା କୋଠା ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୋଏଡା: ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ ଦ୍ୱାରା ନିର୍ମିତ ଏକ ୪୦ ମହଲା କୋଠାକୁ ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତରପ୍ରଦେଶର କେତେକ ସରକାରୀ ଅଧିକାରୀ ଏବଂ ସମ୍ପୃକ୍ତ କମ୍ପାନୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି କୋଠା ପ୍ରସ୍ତୁତ କରିଥିବା ନେଇ…

ସେପ୍ଟେମ୍ବର ମାସ ଗାଇଡଲାଇନ ଘୋଷଣା, ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର…