Latest Odisha News

BREAKING NEWS

Yearly Archives

2021

ନଷ୍ଟ ହୋଇଥିବା ଗଛ ବିକ୍ରି ଜାଲିଆତି: ୩୪ ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ, ୯ ଜଣ ଦଣ୍ଡିତ

ଜୟପୁର : ୩୪ ବର୍ଷ ପରେ ଏକ ମାମଲାର ରାୟ ପ୍ରକାଶ କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭଭି କରି ବିଚାରପତି ରାଜେଶ ଏକ୍କା ରାୟର ଶୁଣାଣି କରିଛନ୍ତି । ମାମଲାରେ ୯ ଜଣ ଦଣ୍ଡିତ ହୋଇଛନ୍ତି । କାରାଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି…

କତାରରେ ଭାରତ-ତାଲିବାନଙ୍କ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା

ନୂଆଦିଲ୍ଲୀ: ଭାରତ-ତାଲିବାନ ମଧ୍ୟରେ ଆଜି କତାରରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି । ତାଲିବାନଙ୍କ ଅନୁରୋଧ କ୍ରମେ କତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତଲ ପ୍ରତିପକ୍ଷର ପ୍ରମୁଖ ନେତା ଶେର ଅହମ୍ମଦ ଆବାସ ଷ୍ଟାନେକାଜାଇଙ୍କୁ ଭେଟିଥିଲେ । ଭାରତ ଆଫଗାନିସ୍ତାନରେ ଫସି ରହିଥିବା…

ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ…

ଭୁବନେଶ୍ବରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ ସିନିୟର ନ୍ୟାସନାଲ କବାଡି ଚାମ୍ପିଅନସିପ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ କ୍ରୀଡା ପ୍ରୋତ୍ସାହନ ବୋର୍ଡ ପକ୍ଷରୁ ଭୁବନେଶ୍ବର ପୂର୍ବତଟ ରେଳପଥ ଇଣ୍ଡୋର ଷ୍ଟାଡିୟମରେ ମହିଳା କବାଡି ଦଳ ପାଇଁ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର ।…

କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍

କଟକ : କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୪ ଜଣ ସଦସ୍ୟ ଏବଂ ୫ ଜଣ ରିସିଭରଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ମାଲଗୋଦୋମ ଥାନା ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ…

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ତୃତୀୟ ଲହର ଆସୁଥିବାରୁ ୩ ହଜାର ବେଡ୍ ପ୍ରସ୍ତୁତ ରହିଛି । ସେହିପରି ୪ ହଜାର ୫୦୦ ଡାକ୍ତର ଓ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥିରେ ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ତୁଳା ଲଗ୍ନରେ ନିର୍ଦ୍ଧାରଣ କରାଯାଇଛି । ଏହି ସମୟ ମଧ୍ୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ…

କଦଳୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜୟପୁରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ଗୋଟିଏ ଟନରୁ ଅଧିକ ଗଞ୍ଜେଇ । ଏକ ପିକ୍ ଅପ୍ ଭ୍ୟାନରେ କଦଳୀ ଯାଉଥିବା ବେଳେ ଅଟକାଇଥିଲା ବୈପାରୀଗୁଡା ପୋଲିସ । ଚେକିଂ ବେଳେ, କଦଳୀ ଗାଡିରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା ।…

ଔରଙ୍ଗାବାଦର କନ୍ନଡ ଘାଟିରେ ଭୂସ୍କଳନ, ଫସିଲା ଶହଶହ ଗାଡି

ମହାରାଷ୍ଟ୍ର :ମହାରାଷ୍ଟ୍ରର ଔରଙ୍ଗାବାଦର କନ୍ନଡ ଘାଟିରେ ବଡ ଧରଣର ଭୂସ୍କଳନ ହୋଇଛି। ଫଳରେ ଔରଙ୍ଗାବାଦର ଓ ଚାଲିସଗାଁଓ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସିବା ସହ ରାସ୍ତା ଧସି ଯାଇଛି। ଭୁସ୍କଳନ ସମୟରେ ରାସ୍ତା ଉପରେ ଚାଲୁଥିବା ଅନେକ ଗାଡି କ୍ଷତିଗ୍ରସ୍ତ…

ଆଫଗାନିସ୍ତାନରେ ସବୁ କିଛି ପୂର୍ବ ନିର୍ଦ୍ଧାରିତ ଥିଲା, ଚର୍ଚ୍ଚାରେ ୮ ବର୍ଷ ତଳର ପୁସ୍ତକ !

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ୨୦ ବର୍ଷ ଏଠାରେ ରହିବା ସତ୍ୱେ ବିଶେଷ କିଛି ଫରକ ପଡି ନ ଥିଲା । ତେବେ ୨୦୧୩ ଏକ ପୁସ୍ତକ ପ୍ରକାଶିତ ପାଇଥିଲା, ଯେଉଁଥିରେ ଏହି ଘଟଣା ଘଟିବ ବୋଲି ଆଗୁଆ ଲେଖା ଯାଇଥିଲା । ଆମେରିକା ପତ୍ରକାର ଫେଡ୍ରିକ…