Latest Odisha News

BREAKING NEWS

Yearly Archives

2021

ବିରଞ୍ଚି ଫସିଲେ, ଅନେକ ଖସିଲେ !

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର…

ନବମରେ ଟିସି ନେଇଥିଲେ ଦଶମ ପରୀକ୍ଷା କେମିତି ଦେଲେ ?

ରାୟଗଡା:ଦଶମ ଶ୍ରେଣୀ ପରୀକ୍ଷାରେ ସାଙ୍ଘାତିକ ବ୍ୟତିକ୍ରମ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ନବମରେ ଟିସି ନେଇଯାଇଥିଲେ ।ହେଲେ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତିନ୍ନ ହୋଇଛନ୍ତି ।ଯାହାକୁ ନେଇ ବିବାଦ ଦେଖିଦେଇଛିା ଛାତ୍ରଜଣକ ହେଉଛନ୍ତି…

ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ…

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ

ରାୟଗଡା: ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, ଓପିଇଲିପି ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା । ଆରମ୍ଭ ହୋଇଛି ମେଳି । ଆଦିବାସୀ ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ତାହା କେବଳ ଯୋଜନାରେ ରହିଛି । ରାଜ୍ୟ ସରକାରଙ୍କ OPELIP ସଂସ୍ଥା କୋଟି କୋଟି ଟଙ୍କା ହଡପ…

ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଳୀ: କରୋନା ସଙ୍କଟ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ଏହା ଫଳରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଶଙ୍କା ବଢିଯାଇଛି। ଏହା ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟକୁ ୫ ସେପ୍ଟେମ୍ବର ଅର୍ଥାତ୍‌ ଗୁରୁ ଦିବସ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ…

[ଭିଡିଓ] କଟକରୁ ଧରାପଡିଲା କୁଖ୍ୟାତ ଲୁଟେରା

କଟକ: ଲୁଟେରାଙ୍କ ଟାର୍ଗେଟରେ ଥିଲା ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ଭିଆଇପି ଅଂଚଳ । ସମୟ ସୁଯୋଗ ଉଣ୍ଡି ମୋବାଇଲ ଛଡାଇ ଚମ୍ପଟ ମାରୁଥିଲା କୁଖ୍ୟାତ ମୋବାଇଲ ଲୁଟେରା ଆକାଶ ନାୟକ । ଶେଷରେ ଆକାଶ ନାୟକର ସାମ୍ରାଜ୍ୟରେ ଯବନିକା ପକାଇଛି କଟକ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଅଶ୍ୱିନୀ…

ଏଣିକି ଭାରତ ଆସୁଥିବା ଆଫଗାନ୍‌ ନାଗରିକଙ୍କ ପାଇଁ ଇ-ଭିସା ଜରୁରୀ

ନୂଆଦିଲ୍ଲୀ: ଏବେ ଆଫ୍‌ଗାନିସ୍ତାନରେ ଯେଉଁ ସୃଷ୍ଟି ହୋଇଥିବା ଅରାଜକତା ଯୋଗୁ ଦେଶ ଛାଡି ପଳାୟନ କରୁଛନ୍ତି ଲୋକେ। ଭାରତ ସମେତ ବିଭିନ୍ନ ନିଜ ନାଗରିକମାନଙ୍କ ସ୍ବତନ୍ତ୍ର ବିମାନ ଯୋ‌ଗେ ଦେଶକୁ ଫେରାଇ ଆଣୁଛନ୍ତି। ତେବେ ଏହି ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଭାରତର ଗୃହ ମନ୍ତ୍ରଣାଳୟ।…

ନାରାୟଣ ରାଣେଙ୍କ ଗିରଫଦାରୀ ଯଥାର୍ଥ, କିନ୍ତୁ ତାଙ୍କୁ ଜେଲରେ ରଖିବାର କୌଣସି ଆବଶ୍ୟକତା ନାହିଁ: କୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସିଏମ୍‌ଙ୍କୁ ଚାପୁଡା ମାରିବା ପ୍ରସଙ୍ଗକୁ ଗତକାଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ନାରାୟଣ ରାଣେଙ୍କୁ ଜାମିନ ପ୍ରଦାନ କରାଯାଇଛି।…

ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ; କମାଣ୍ଡର ଅମିର ଅକମଲ୍‌

ନୂଆଦିଲ୍ଲୀ: ପଞ୍ଜଶିରର କମାଣ୍ଡର ଅମିର ଅକମଲ ତାଲିବାନୀଙ୍କ ସହ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି। ସେ କହିଛନ୍ତି ସେମାନେ ଯେକୌଣସି ଫାଟକରୁ ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମିର ଅକମଲ କହିଛନ୍ତି,…

ଏଠାରେ ବର୍ଗରଠାରୁ ବି କମ୍‌ ମୂଲ୍ୟରେ ବିକ୍ରି ହେଉଛି ଘର

ନୂଆଦିଲ୍ଲୀ: ଏଣିକି ବର୍ଗରଠାରୁ କମ୍‌ ମୂଲ୍ୟରେ ବି କିଣିପାରିବେ ଘର। ଅଧିକ ମୂଲ୍ୟ ଯୋଗୁ ଘର କିଣିପାରୁନଥିବା ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ନିଶ୍ଚିତ। ଏହି ଦେଶ ପ୍ରିୟ ଫାଷ୍ଟଫୁଡ୍ ଖାଦ୍ୟ ପିଜାଠାରୁ କମ୍‌ ମୂଲ୍ୟରେ ଘର ବିକ୍ରି ପାଇଁ ରିହାତି ପ୍ରଦାନ କରୁଛି। ରୋମର ୭୦…