Latest Odisha News

BREAKING NEWS

Yearly Archives

2021

କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍!

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍ ରହିଥାଏ। କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର ମହାମାରୀ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କ ତୁଳନାରେ IQ ଯଥେଷ୍ଟ ହ୍ରାସ ପାଇଛି ବୋଲି ଆମେରିକାର ଏକ ଅଧ୍ୟୟନ…

ମେସି, ରାମୋସ ପରସ୍ପରକୁ ଭେଟିବା ଫଟୋ ଭାଇରାଲ

ବାର୍ସିଲୋନା: ଦୀର୍ଘ ଦିନ ଧରି ଫୁଟବଲ ପଡିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ଲିଓନେଲ ମେସି ଓ ସର୍ଗିଓ ରାମୋସ ଏକତ୍ର ପିଏସଜି ପକ୍ଷରୁ ଖେଳିବାକୁ ଯାଉଛନ୍ତି । ସାଥୀ ଖେଳାଳିଭାବେ ଉଭୟ ପରସ୍ପରକୁ ଭେଟିବା ଫଟୋ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ମେସି ତାଙ୍କ ପ୍ରିୟ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ୍ ରିହରସାଲ୍, ସାମିଲ ହେଲେ ୩ଟି ଟ୍ରୁପ୍‌

ଭୁବନେଶ୍ୱର: ଚଳିତବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ୭୫ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥିପାଇଁ ଆଜି ଫୁଲଡ୍ରେସ୍ ରିହରସାଲ୍ କରାଯାଇଛି । ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ହୋଇଥିଲା ଫୁଲ ଡ୍ରେସ୍…

କୋଭାକ୍ସିକନ୍‌କୁ ମିଳିପାରେ ‘ହୁ’ର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ବାୟେ‌େଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିକନ୍‌କୁ ହୁର ଅନୁମତି ମିଳିପାରେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା…

ତାଲିବାନ ଦଖଲରେ ଆଫଗାନର ଦ୍ୱିତୀୟ ବଡ଼ ସହର କାନ୍ଦାହାର

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ ଜାରି ରହିଛି । ନିଜ ଆଧିପତ୍ୟ ବଢ଼ାଇ ଚାଲିଛି । ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଦେଶର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ଏବେ ଦଖଲ କରିଛି । କାନ୍ଦାହାରକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରକୁ…

ଲର୍ଡସ ଟେଷ୍ଟରେ ଗର୍ଜିଲା ରାହୁଲଙ୍କ ବ୍ୟାଟ୍, ପ୍ରଥମ ଦିନରେ ପିଟିଲେ ସେଞ୍ଚୁରୀ

ଲଣ୍ଡନ: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ ମୈଦାନରେ ଶତକ ମାରିଲେ ଲୋକେଶ ରାହୁଲ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଛି ରାହୁଲଙ୍କ ବ୍ୟାଟ୍ । ପ୍ରଥମ ଦିନରେ ହିଁ ଶତକ ମାରିଛନ୍ତି । ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ । ଲର୍ଡସରେ ଶତକ ମାରିବାରେ ଲୋକେଶ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଆଜି ୧୧୯୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୯ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୮୬ ଥିଲା । ଆଜି ଏହି ସଂଖ୍ୟା ବଢ଼ି ୧୧ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୯୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୮-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା୧୩ ରିଖ ଶୁକ୍ରବାର କର୍କଟ ୨୯ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ହସ୍ତା ନକ୍ଷତ୍ର ସକାଳ ୮ଘ ୨ମିନିଟ୍ ପର୍ଯ୍ୟନ୍ତ ତାପରେ ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ…

କବିତା : ଛଳନାର ଇନ୍ଦ୍ରଜାଲ

ସଞ୍ଜୀବ ନାୟକ ଶରୀରଟା ସିନା ବଳି ପଡିଯାଏ ଛଳନାର ଇନ୍ଦ୍ରଜାଲରେ ଆତ୍ମାପରା ବନ୍ଧା ବିଗତ ପ୍ରିୟାର ସ୍ମୃତିଭିଜା ପ୍ରୀତି ସ୍ପର୍ଶରେ !! ବିଧୁରା କାହାଣୀ କେତେ ମୁଁ ଲେଖିବି ମନ ତଳ ଅମା ଅନ୍ଧାରେ ଆଜି ମଧ୍ୟ ତୃଷ୍ଣା ବତୁରି ରହିଛି ପାଟଳି ପଣତ ତାରାରେ !! ଜହ୍ନର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪ ସ୍ବରକୁ କମେଇ କଥା ହୋଇପାରେନା ବୋଲି ନିଜକୁ ନିଜେ ବିରକ୍ତ ହୁଏ ତିଥି। ଚାବି ଘୂରେଇ କବାଟଖୋଲି ପଶିଲା। ଟେବୁଲ ଉପରକାଗଜକୁ ପଢିନେଲା ହାତ,ମୁହଁ ପୋଛୁପୋଛୁ। କାଢିଲା ତା'ର ବ୍ରେସଲେଟ, ବଡ ବଡ ଝୁଲାକାନଫୁଲ, ହାର ...ଏସବୁ…