Latest Odisha News

BREAKING NEWS

Yearly Archives

2021

‘ବିଗ୍‌ ବସ୍‌ ଓଟିଟି’କୁ ଆସିବାର ରହସ୍ୟ ଖୋଲିଲେ ଶମିତା

ନୂଆଦିଲ୍ଲୀ: 'ବିଗ୍ ବସ୍ ଓଟିଟି' ଆରମ୍ଭ ହୋଇଛି। ଏହା ଭିତରେ ଶୋ’ରେ ଅଭିନେତ୍ରୀ ଶମିତା ଶେଟ୍ଟୀ ଏକ ଗ୍ରାଣ୍ଡ୍ ଏଣ୍ଟ୍ରି କରିଥିଲେ। ତେବେ ଶମିତାଙ୍କ ଭିଣୋଇ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ରାକେଟ୍‌ ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ଶମିତାଙ୍କ ବିଗ୍‌ ବସ୍‌ରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୬ ବେପାରୀ ଗିରଫ

କଟକ: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର…

କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆଖିରେ ଲୁହ ଆଜି ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କାନ୍ଦି କାନ୍ଦି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡିଛନ୍ତି । ୧୩ ବର୍ଷରୁ ଏହି କ୍ଲବ ସହିତ ସେ ଜଡିତ ଥିଲେ । ଏବେ ବାର୍ସିଲୋନା…

ଟାୟାର କବରରେ ନିଆଁ

କୁଏଟ: ସୁଲୟାବାୟା ସହରରେ ଥିବା ଏକ ଟାୟାର କବରରେ ଆଜି ନିଆଁ ଲାଗିଯାଇଛି । ଏହି ଡମ୍ପୟାର୍ଡରେ ୭୦ ଲକ୍ଷ ଟାୟାର ରଖା ଯାଇଥିଲା । ଧୂଧୂ ହୋଇ ଏଗୁଡିକ ଜଳିବା ପରେ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି । ଏତେ ମାତ୍ରାରେ କଳା ଧୂଆଁ (କାର୍ବନ ମନୋଅକ୍ସାଇଡ ଓ ସଲଫର ଅକ୍ସାଇଡ) ଏଥିରୁ…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷାଟଣ୍ଟ ସେକ୍ରେଟାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ନାଁ ଘନଶ୍ୟାମ ସାହୁ । ଏକକାଳୀନ ଘର ଓ ଅଫିସରେ ଚଢ଼ାଉ କରିଛି…

ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ଟାଇଟ୍‌ ପୋଷାକ ପିନ୍ଧିଥିବାରୁ ତାଲିବାନ  ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ଦାବି କରାଯାଉଛି। ଆଫଗାନିସ୍ତାନର ଉତ୍ତର ବଲ୍‌ଖ ପ୍ରଦେଶରେ ଜଣେ ମହିଳାଙ୍କୁ ହତ୍ୟା କରିଛି ତାଲିବାନ। ହତ୍ୟାର ପଛର କାରଣ ହେଉଛି ସେ ଟାଇଟ୍‌…

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ ।…

କରୋନା ନିୟମ ଉଲ୍ଲଂଘନ: ବିଧାୟକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: କରୋନା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସମାଜବାଦୀ ପାର୍ଟିର ବିଧାୟକ ଆବୁ ଆଜମି ଏବଂ ଅନ୍ୟ ୧୮ ଜଣଙ୍କୁ ମୁମ୍ବାଇ ପୋଲିସ ବୁକ୍ କରିଛି। ଆଜମିଙ୍କ ଜନ୍ମଦିନ ପାଳନ ସମୟରେ କରୋନା ନିୟମ ଉଲ୍ଲଂଘନ କରିଥିବାରୁ ପୋଲିସ ୧୮ ଜଣଙ୍କୁ ବୁକ୍ କରିଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ…

ମରିଗଲା ମାନବିକତା: କେହି ଛୁଇଁଲେନି ଶବ, ଶଗଡ଼ରେ ଲଦି ମଶାଣି ନେଲା ପୁଅ

ବଲାଙ୍ଗିର: ଅନ୍ୟ ଜାତିରେ ବାହା ହୋଇଥିବାରୁ ମୃତଦେହକୁ କାନ୍ଧ ଦେଲେନାହିଁ ସମ୍ପର୍କୀୟ । କାନ୍ଧ ଦେବା ଦୂରର କଥା, ଶବକୁ ଆଡ଼ଆଖିରେ ଚାହିଁଲେ ନାହିଁ । ସାହି ପଡ଼ିଶା ବି ପାଖ ମାଡ଼ିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନାବାଳକ ପୁଅ ବାପାଙ୍କର ଶବ ସତ୍କାର କରିବାକୁ ଶଗଡ଼ ଗାଡ଼ିର ସାହାରା…

ପିଏମ୍-କିଷାନ ଯୋଜନାରେ ଆଜି ନବମ କିସ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବ । ଏହି…