Latest Odisha News

BREAKING NEWS

Yearly Archives

2021

ପାଇଖାନା ପ୍ୟାନରେ ଫସିଗଲା ଗୋଧି, ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ପାଇଖାନା ପ୍ୟାନ ଭିତରେ ପଶିଗଲା ଗୋଧି । ଶରୀରର ଅଧାରୁ ଅଧିକ ଅଂଶ ଭିତରେ ଫସିଗଲା । କେବଳ ବାହାରକୁ ଥିଲା ମୁଣ୍ଡ ଓ ଦୁଇଟି ଗୋଡ଼ । ଭାରି ଛଟପଚ ହେଉଥିଲା ଗୋଧି । ଭୁବନେଶ୍ୱର ବାଣୀବିହାର ପରିସରରେ ଆଇନ ବିଭାଗ ପ୍ରଫେସର ବିନୟ ଦାସଙ୍କ ଆଉଟ ହାଉସରେ ଥିବା ପାଇଖାନା ପ୍ୟାନରେ ଗୋଧି…

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ…

ଉହାନ୍‌ର ୧୧.୨୩ ନାଗରିକଙ୍କ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍ ସହରରେ ସମସ୍ତ ନାଗରିକଙ୍କ ମଧ୍ୟରୁ ୧୧.୨୩ ଜଣଙ୍କର କରୋନା ଟେଷ୍ଟ କରାଯାଇଛି। କରୋନାଭାଇରସ୍ ପ୍ରଥମେ ୨୦୧୯ରେ ଉତ୍ପନ୍ନ ହୋଇଥିଲା ଏବଂ ବର୍ତ୍ତମାନ ଉହାନ ସହରରେ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି। ସହରର…

୧୫ ମାସ ପରେ କରୋନା ମୁକ୍ତ ହେଲା ଏହି ଜିଲ୍ଲା

ମୁମ୍ବାଇ: ଦୀର୍ଘ ୧୫ ମାସର ଲଢେଇ ପରେ କରୋନା ମୁକ୍ତ ହେଲା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା। ଏ ନେଇ ଜିଲ୍ଲା ସୂଚନା ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଜିଲ୍ଲାରେ କୌଣସି କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ଜିଲ୍ଲା କଲେକ୍ଟର ସନ୍ଦୀପ କଦମ କହିଛନ୍ତି ଯେ ପୂର୍ବ…

ଚର୍ଚ୍ଚାରେ ସିଦ୍ଧାର୍ଥ ଓ କିଆରାଙ୍କ ଯୋଡି

ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ  ଅଭିନେତ୍ରୀ କିଆରା ଆଡଭାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କ ଆଗାମୀ ଫିଲ୍ମ 'ଶେର୍‌ଶାହା' ଅଗଷ୍ଟ ୧୨ରେ ମୁକ୍ତିଲାଭ…

ବ୍ରିଟେନ୍‌ର ‘ରେଡ୍‌ ଲିଷ୍ଟ’ରୁ ହଟିଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନ ସରକାର ରବିବାର ଭାରତକୁ 'ରେଡ୍‌' ଲିଷ୍ଟରୁ 'ଅମ୍ବର' ତାଲିକାକୁ ସ୍ଥାନାନ୍ତର କରିଛନ୍ତି। ଏହି ପଦକ୍ଷେପ ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତାୟାତକୁ ସହଜ କରିବା ବୋଲି କୁହାଯାଉଛି। ବ୍ରିଟେନ ଘୋଷଣା କରିଛି ଯେ ରେଡ୍‌ ଲିଷ୍ଟରେ ଥିବା ଭାରତକୁ ଅମ୍ବର ଲିଷ୍ଟକୁ…

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ: ରୌପ୍ୟରୁ ଆରମ୍ଭ, ସ୍ୱର୍ଣ୍ଣରେ ଶେଷ

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା କାଳରେ କଟକଣା ସହ ମେଗା ଇଭେଣ୍ଟ ଆୟୋଜନ ସବୁଦିନ ପାଇଁ ମନେ ରହିବ । ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବି ସ୍ମରଣୀୟ ରହିବ । ମୋଟ ୭ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ରୌପ୍ୟରୁ ଆରମ୍ଭ ଓ ସ୍ୱର୍ଣ୍ଣ ପଦକ…

ଲାରାଙ୍କ ପିତା ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ପାଇଲଟ୍‌!

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ବେଲ ବଟମରେ ଟ୍ରେଲର୍‌ ଏଇ କିଛିଦିନ ତଳେ ରିଲିଜ ହୋଇଥିଲା। ଟ୍ରେଲର୍‌କୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏଥିରେ ସବୁଠୁ ଚମତ୍କାର ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଲାରା ଦତ୍ତ। ଏଥିରେ ଲାରା ଭାରତର ପୂର୍ବତନ…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ, ଗାଡ଼ିରୁ ବାହାରିଲା ୨ଲକ୍ଷ ୭୭ ହଜାର ଟଙ୍କା

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । ଟଙ୍କା ଧରି କଟକ…