Latest Odisha News

BREAKING NEWS

Yearly Archives

2021

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ…

ନିୟମଗିରି ପାହାଡରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା : ସିଆରପିଏଫ ଯବାନଙ୍କ ସଫଳତା । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା…

ଅଲିମ୍ପିକ ଭିଲେଜ ବାହାରେ ଜାପାନର ଏହି ବ୍ୟକ୍ତିଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ସାରା ବିଶ୍ୱରେ ପ୍ରଶଂସା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ୱର ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କ୍ରୀଡାର ଏହି ମହାକୁମ୍ଭର ସମସ୍ତେ ପଦକ ଆଶା କରିଥାନ୍ତି । ଯେଉଁମାନେ ଏଥିରେ ସଫଳ ହୁଅନ୍ତି ସେମାନଙ୍କ ମନ ଖୁସି ରହିବା ସ୍ୱାଭାବିକ । ତେବେ ଏଥିରୁ ବାଦ୍ ପଡି ଯାଇଥିବା ଆଥଲେଟ ନିରାଶ ହୋଇ ପଡିଥାନ୍ତି ।ତେବେ…

ଜିମ୍ ବୟରୁ ଜାଭେଲିନ୍ ଜୁଏଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଶନିବାର ସନ୍ଧ୍ୟାବେଳେ ସମସ୍ତଙ୍କ ହୃଦୟର ସ୍ପନ୍ଦନ କିଛି ସମୟ ପାଇଁ ଥମି ଯାଇଥିଲା । ବିଶ୍ୱାସ ହେଉ ନ ଥିଲା । ଆଉ ମନ, ବିବେକ ଜାଣିବା ପରେ ଆନନ୍ଦ ମୁଖରିତ ହୋଇପଡିଲା ସାରା ଭାରତ ।…

ଏଣିକି ସୋନୁଙ୍କ ନାଁରେ ମିଳିବ ୨୦ ପ୍ରତିଶତ ରିହାତି

ଶ୍ରୀନଗର: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନୁ ସୁଦ ରାସ୍ତା କଡ଼ରେ ଜୋତା ଏବଂ ଚପଲ ବିକ୍ରି କରୁଥିବା ଜଣେ ଦୋକାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସୋନୁ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ନୁସରତ୍‌ ଭରୁଚା

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ନୁସରତ୍‌ ଭାରୁଚା। ନିକଟରେ ତାଙ୍କୁ ତାଙ୍କ ସୁଟିଂ ସେଟ୍‌ରୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଅସ୍ଥାୟୀ ଭାବେ ଅଟକି ରହିଛି। ତେବେ ତାଙ୍କର ଏକ ଭର୍ଟିଗୋ ଆଟାକ୍‌ ପରେ ତାଙ୍କୁ ତୁରନ୍ତ…

ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ

ଟୋକିଓ:  ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ୩ ଗିରଫ

ନୂଆଦିଲ୍ଲୀ: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଶନିବାର ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଏହି ତିନିଜଣ ଗୁରୁବାର ଦିନ ଶ୍ୟାମପ୍ରସାଦ ମୁଖାର୍ଜୀ ଲେନ୍‌ରେ ଥିବା ତାଙ୍କ ସରକାରୀ ବାସଭବନ ନିକଟରେ ସନ୍ଧ୍ୟାରେ ଚାଲିବା ପାଇଁ…

ବ୍ରୋଞ୍ଜ ଜିତିଲେ ବଜରଙ୍ଗ

ଟୋକିଓ: ବ୍ରୋଞ୍ଜ ଜିତିଲେ ବଜରଙ୍ଗ ।  ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି । ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ…

ରାଜଧାନୀରେ ଏହି ଦିନରୁ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ ଅଗଷ୍ଟ ୨୩ ରୁ ଖୋଲିବାର ସମ୍ଭାବନା ରହିଛି ବୋଲି ବିଏମସି କମିଶନର ଶନିବାର କହିଛନ୍ତି। ଲିଙ୍ଗରାଜ ମନ୍ଦିର ବୋର୍ଡ ସମେତ ମନ୍ଦିର ପରିଚାଳନା କମିଟିର ବୈଠକର ଅଧ୍ୟକ୍ଷ ହେବା ପରେ ସେ ଏହା କହିଛନ୍ତି। ବିଏମ୍‌ସି କମିଶନର…