Latest Odisha News

BREAKING NEWS

Yearly Archives

2021

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ…

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର…

ଆଷ୍ଟ୍ରାଜେନେକା ଟିକାରେ ରକ୍ତ ଜମାଟ ବାନ୍ଧିବାର ବିପଦ ନାହିଁ; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟିଶ-ସ୍ୱିଡେନ ଔଷଧ ନିର୍ମାତା ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ଏକ ଅଧ୍ୟୟନ ଅନୁଯାୟୀ, ଆଷ୍ଟ୍ରାଜେନେକା କରୋନା ଟିକା ପ୍ରଥମ ଡୋଜ ପରେ ବିରଳ ରକ୍ତ ଜମାଟ ବାନ୍ଧିବାର ବିପଦ ରହିଛି କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କୌଣସି ରକ୍ତ ଜମାଟ ବାନ୍ଧୁଥିବା ସଦ୍ୟ ତଥ୍ୟରୁ…

ଚୀନର ଆଉ ଏକ ଆଣବିକ ମିସାଇଲ ବେସ ଠାବ କଲା ଏଫଏଏସ

ୱାଶିଂଟନ: ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟ (ଏଫଏଏସ) ଚୀନର ଏକ ନ୍ୟୁକ୍ଲିୟର ମିସାଇଲ ବେସ ଠାବ କରିବାରେ ସଫଳ ହୋଇଛି । ସୁପର ପାୱାର ହେବା ଲକ୍ଷ୍ୟରେ ଚୀନ ଆଣବିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଲାଗିଛି । ଚୀନର ପୂର୍ବ ସିଜିଆଙ୍ଗ ପ୍ରଦେଶର ହାମିଠାରେ ଉପଗ୍ରହ ଫଟୋ ମାଧ୍ୟମରେ ଏହି…

୪୮% ଅଭିଭାବକ ପିଲାମାନଙ୍କୁ ସ୍କୁଲ୍‌ ପଠାଇବାକୁ ଚାହୁଁନାହାନ୍ତି

ନୂଆଦିଲ୍ଲୀ: ଅନେକ ସ୍ଥାନରେ କୋଭିଡ୍‌ ସଂକ୍ରମଣ ମାମଲା ହ୍ରାସ ପାଇଛି। ତଥାପି କିଛି ରାଜ୍ୟରେ ସ୍ଥିତି ଉଦ୍‌ବେଗକଜନକ ରହିଛି। କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଅନିଶ୍ଚିତତା ସ୍କୁଲ ଖୋଲିଛି। ସ୍କୁଲ୍‌ରେ ପିଲାମାନଙ୍କ ଉପସ୍ଥାନ କମ୍‌ ରହିଛି। ଅନ୍‌ଲାଇନ୍‌ ପ୍ଲାଟଫର୍ମ ଦ୍ୱାରା…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ବୁଧବାର ଅଶ୍ଳୀଳ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ଅଶ୍ଳୀଳତା ମାମଲାରେ…

ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗୋଟିଏ ଜାତିର, ଗୋଟିଏ ସଂସ୍କୃତିର, ଗୋଟିଏ ସହରର କିଛି ନା କିଛି ପରିଚୟ ଥାଏ । ତାହା ଛୋଟିଆ ଚିତ୍ରଟେ କି ପଥର ଖଣ୍ଡେ ହେଉ ପଛେ । ସେମିତି ଭୁବନେଶ୍ୱରକୁ ଯେଉଁମାନେ ଆସନ୍ତି, ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ତାଙ୍କ ଆଖି…

ବର୍ଷା ପାଇଁ ଡ଼ଙ୍ଗର ବୁଢା ପୂଜାର ପରମ୍ପରା

ଟିଟିଲାଗଡ଼ : ବାଜୁଛି ଢୋଲ, ନିଶାନ, ତାଷା । ଆଉ ମୁହୁରିର ତାଳେ ତାଳେ ଗାଁ ଦାଣ୍ଡ ବି ଦୁଲୁକି ଉଠୁଛି । ହାତରେ ଖଣ୍ଡା, ତଳବାର, ଧନୁ ତୀର ବି ରହିଛି । ଧୁମ ଧାମ ରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି । ଏ ଦୃଶ୍ୟ ହେଉଛି ଟିଟିଲାଗଡ଼ ନିକଟ ଶଗଡ଼ଘାଟ ଗ୍ରାମ ପଂଚାୟତର ।…

ବକ୍ସିଂରେ ପୂଜା, ତୀରନ୍ଦାଜରେ ଦୀପିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ପୁନର୍ବାର ଭାରତୀୟ ମହିଳା ଆଥଲେଟମାନେ ଭଲ ପ୍ରଦର୍ଶନ କରିଛନ୍ତି । ବକ୍ସିଂ ୭୫ କିଲୋଗ୍ରାମ ବିଭାଗରେ ପୂଜା ରାନୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତିଲେ ପଦକ ହାସଲ କରିବେ । ସେହିପରି ବ୍ୟାଡମଂଟନରେ ପିଭି ସିନ୍ଧୁ ଓ…