Latest Odisha News

BREAKING NEWS

Yearly Archives

2021

ନଷ୍ଟ ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ

ବଲାଙ୍ଗିର : ଗନ୍ଧମାର୍ଦନ ଜଙ୍ଗଲ ରାସ୍ତା ନିର୍ମାଣରେ ରେଂଜରଙ୍କ ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ । ଏଭଳି  ଅଭିଯୋଗ ଆସିଛି ବଲାଙ୍ଗିର  ଖପ୍ରାଖୋଲ…

ଚର୍ଚ୍ଚାରେ କେରଳର ଏହି ଚର୍ଚ୍ଚର ଘୋଷଣା

ନୂଆଦିଲ୍ଲୀ: ୟୁପି ଏବଂ ଆସାମ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଉଠାଉଥିବା ବେଳେ କେରଳ ଏକ ଚର୍ଚ୍ଚର ଘୋଷଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ସିରୋ ମାଲାବାର କ୍ୟାଥଲିକ ଚର୍ଚ୍ଚ ୫ରୁ ଅଧିକ ସନ୍ତାନ ଥିବା ଖ୍ରୀଷ୍ଟିଆନ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ ।…

୩ ବର୍ଷ ଯାଏ ସାଉଦି ଯାଇପାରିବେନି ଭାରତୀୟ ପର୍ଯ୍ୟଟକ!

ଲଣ୍ଡନ: ବିଶ୍ବବ୍ୟାପୀ ସଂକ୍ରମଣ ବୃଢିବାରେ ଲାଗିଛି। ଏହା ଭିତରେ କରୋନା ରେଡ୍‌ ଲିଷ୍ଟରେ ଥିବା ଦେଶମାନନଙ୍କ ଭ୍ରମଣ ଉପରେ କଡା ପ୍ରତିବନ୍ଧକ ଲଗାଇବ ସାଉଦିଆରବ। ଯେଉଁଦେଶମାନେ କରୋନା ସଂକ୍ରମଣର ଶୀର୍ଷରେ ରହିଛନ୍ତି ସେମାନଙ୍କୁ ତିନି ବର୍ଷ ଯାଏ ସାଉଦିଆରବ ମନା। ତିନି ବର୍ଷ ଯାଏ ସାଉଦିଆରବ…

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…

ପରଲୋକରେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ଭାରତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ମହାନ୍ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର । ଆଜି ସକାଳେ ୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଛି । ଗତ ତିନି ମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ…

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ…

ସମ୍ପୂର୍ଣ୍ଣ ଟିକାକରଣ ସତ୍ତ୍ବେ ୩ ଥର ହେଲେଣି କରୋନା ସଂକ୍ରମିତ…

ନୂଆଦିଲ୍ଲୀ: ଗୋଟିଏ ବର୍ଷରେ ତିନି ଥର କରୋନା ସଂକ୍ରମିତ ହେଲଣି। ସମ୍ପୂର୍ଣ୍ଣ ଟିକାକରଣ ସତ୍ବେ ତିନି ଥର କରୋନାରେ ଆକ୍ରାନ୍ତ ହେଲେଣି ଡାକ୍ତର। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଡାକ୍ତର କହିଛନ୍ତି ଯେ ସେ ଏକ ବର୍ଷରେ ଏକାଧିକ କରୋନାର ଶିକାର ହୋଇଛନ୍ତି।…

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…

ଡୋମିନୋଜ ପରେ ଆଇନକ୍ସର ବଡ ଘୋଷଣା, ଅଲିମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ବଡ ବଡ କମ୍ପାନୀ ମନଲୋଭା ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ମହିଳା ୱେଟଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କୁ ଡୋମିନୋଜ ମାଗଣା ପିଜା ଯୋଗାଇଦେବା ଘୋଷଣା କରିବା ପରେ ଆଜି ଆଇନକ୍ସ ଲୋଭନୀୟ ଅଫର ଦେଇଛି । ଅଲିମ୍ପିକ୍ସ…

ପୁଣି ଭୟଙ୍କର ଭୂସ୍ଖଳନ; ୪ ମୃତ ୩୬ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କିସ୍ତୱର‌ ବାଦଳଫଟା ବର୍ଷା ଯୋଗୁ ବିରାଟ ହୋଇଛି। ଭୂସ୍ଖଳନ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ବାଦଲଫଟା ବର୍ଷା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ଖବର ପାଇବା ମାତ୍ରେ ପୋଲିସ,…