Latest Odisha News

BREAKING NEWS

Yearly Archives

2021

ଆଜି ଓଡ଼ିଶାରୁ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୬%

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭ଶହ ୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୮୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୨୪ ଘଣ୍ଟାରେ ୭୮ ହଜାର ୭୪୦ କୋଭିଡ୍…

ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୮ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିଆ ହୋଇଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଅଯୋଧ୍ୟା-ଲକ୍ଷ୍ନୌ ହାଇଓ୍ୱେରେ ବାରବାଙ୍କୀର ରାମସମେନୀ ନିକଟରେ ବିଳମ୍ବିତ ରାତିରେ ହୋଇଛି ।…

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ…

ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ  ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ…

ସିକନ୍ଦର ଆଲାମଙ୍କ ୮୨ତମ ଜନ୍ମ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତଃ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ବର୍ଗତଃ ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ତଥା ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍…

ବ୍ୟଙ୍ଗ : ଶଙ୍ଖାର ମାହାତ୍ମ୍ୟ

ଏ ଜନ୍ମଦିନଟି ଗୋଟେ ବଡ଼ ବିଚିତ୍ର ଦିନ । ବିଶେଷକରି ଫେସବୁକ , ଇନଷ୍ଟାଗ୍ରାମ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇଯାଉଛି । ହଜାରେ ଲୋକଙ୍କୁ ଚନ୍ଦେଇଥିବା , କନ୍ଦେଇଥିବା ରାମା ,…

ଗଳ୍ପ : ପ୍ରତ୍ୟାବର୍ତ୍ତନ

ପ୍ରିୟମ୍ବଦା ରଥ  ଏଥର ତୁ ଯା ମା,ଉପାସଟାରେ ସକଳ ପହରୁ ଘରଟା ଯାକ କାମ କରିଚାଲିଚୁ। ପ୍ରସାଦ ପାଇସାରି ଟିକେ ବିଶ୍ରାମ ନେଇଯିବୁ। ବାକି କାମ ମୁଁ ସାରିଦେଉଛି। ପ୍ରଥମ ଥର ସାବିତ୍ରୀ ବ୍ରତ କରିଛୁ। ଉପାସ ବ୍ରତ ତୋର ଅଭ୍ୟାସ ନାହି। ଥାଳିରେ ଫଳମୂଳ ସଜାଡୁ ସଜାଡୁ ଭାଉଜ ଙ୍କୁ ଆଦେଶ ଦେଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୮-୭-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୮ ରିଖ ବୁଧବାର କର୍କଟ ୧୩ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ପୂର୍ବ ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର…

ଏଫସିଆଇଏଲର ତାଳଚେର ୟୁନିଟ୍ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ)ର ତାଳଚେର ୟୁନିଟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଚୟନ କରାଯାଇଥିବା କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଯୌଥ ଉଦ୍ୟୋଗ ମାଧ୍ୟମରେ ଏଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ…

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ କର୍ଣ୍ଣାଟକର ନୂଆ…