Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରୁ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଆଉ ୬୯ ଜଣଙ୍କର ଜୀବନ ଯାଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୬୭%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କେବେ ଦୁଇ ହଜାର ପାର କରୁଛି ତ କେବେ ତଳକୁ ଖସୁଛି । କେଉଁଦିନ ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେବେ କଟକରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏବେ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାକେ ଚିହ୍ନଟ ହୋଇଛନ୍ତି…

ଆଜି ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁଙ୍କର ସୁନାବେଶ

ପୁରୀ: ନବଦିନାତ୍ମର ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ୱାର ଆଗରେ ଆଜି ତିନି ରଥରେ ମହାପ୍ରଭୁଙ୍କ ହେବ ସୁନାବେଶ । ଦୁର୍ଲଭ ସୁନାବେଶରେ ଝଟକିବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଓ ନୀତି ନିର୍ଘଣ୍ଟ ସରିଛି । ମହଣ ମହଣ ରତ୍ନ ଖଚିତ…

କରମାବାଈ ପ୍ରସଙ୍ଗ

ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ ସନ୍ଥ ପଣ୍ଡିତ କବି ଭକ୍ତ, ଏମିତି ଅନେକ ସମର୍ପିତ ଆତ୍ମା ଯେଉଁମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଏହିଠାରେ ଶେଷ ଜୀବନ କଟାଇଛନ୍ତି । ସେମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ପ୍ରବାଦ, ପ୍ରହେଳିକା ଓ କିମ୍ବଦନ୍ତୀ । ଅନେକ ମନଗଢ଼ା,…

କବିତା : ମାଦଳା – ୨୦୨୧

ଏମନ୍ତେ ଠାକୁରେ ଆଡପ ମଣ୍ଡପେ ବିଜେକଲେ ସେବକ ଜନଙ୍କ ସେବା ସଙ୍ଗତ ପାଇଲେ ଛଅ ଦିନ ସାତ ରାତି ବିନା ଭକତରେ କାଟିଲେ ବାହୁଡିବାକୁ ସଜ ହେଇ ସହଳ ପହଣ୍ଡି ହୋଇଲେ । ଗଜପ୍ତି ତାମଯାନରେ ଛେରାପହଁରାକୁ ଅଇଲେ ତିନିରଥରେ ନୀତି ସାରି ବାହୁଡିଲେ ଭକ୍ତ ଜନେ ଘରେ ବନ୍ଦୀ ହୋଇ ରହିଲେ ପରଦାରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୧-୭-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୧ ରିଖ ବୁଧବାର କର୍କଟ ୬ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: କର୍କଟ ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର ଆଜିର ନିଷେଧ…

ବ୍ୟଙ୍ଗ : ଆତ୍ମସ୍ତୁତି -୨

ଏକବିଂଶ ଶତାବ୍ଦୀର ସଦ୍ୟତମ ପ୍ରବେଶ ସେତେବେଳେ । ମୁଁ ଥାଏ ପଣ୍ଡିଚେରୀରେ । ମୋର କିଛି କିଛି ପ୍ରବନ୍ଧ ଓ ଗଳ୍ପ ଦୈନିକ ଖବରକାଗଜରେ ବାହାରୁଥାଏ । ଯଦିଓ ମୋବାଇଲର ପ୍ରଚଳନ ଆରମ୍ଭ ହୋଇଯାଇଥାଏ କିନ୍ତୁ କଥାହେବାର ଦର ଥିଲା ପକେଟକୁ ଭାରି । ତେଣୁ ଲେଖା ତଳେ ମୋର ଯୋଗାଯୋଗ ଭାବେ ମୁଁ ରହୁଥିବା…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କବି ଏମ. ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ କେଦାରେଶ୍ଵର ପଟ୍ଟନାୟକ ଅତିଥି ପରିଚୟ…

ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ୱର : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ, ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥଙ୍କର ଦୁଇଟି ସୁନ୍ଦର ଭଜନ, 'ହେ କଳାଦିଅଁ', 'ଦୁନିଆ ଦୁଃଖ ବାହୁଡ଼ି ନିଅ' ପରିବେଷଣ କରାଯାଇଥିଲା। ଏହା ପରେ…

ଆରଟେମିିନ କଳା ସଂସ୍ଥା ପକ୍ଷରୁ ‘ ଥିଏଟର ଆଫ୍ଟର ପାଣ୍ଡେମିକ୍ ‘ ଆଲୋଚନା ଚକ୍ର

ଭୁବନେଶ୍ୱର : ଆରଟେମିିନ କଳା ସଂସ୍ଥା ଆନୁକୂଲ୍ୟରେ ' ଥିଏଟର ଆଫ୍ଟର ପାଣ୍ଡେମିକ୍ ' ଶୀର୍ଷକ ଦ୍ୱିତୀୟ କଳା ଆଲୋଚନା ଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଚିନ୍ମୟ ମହାନ୍ତିଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମରେ ଚୌଧୁରୀ ଜୟପ୍ରକାଶ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ , ଓଡ଼ିଆ…